ବେଆଇନ ଚିଙ୍ଗୁଡି ଘେରି : ଜବରଦଖଲକାରୀଙ୍କ ବିରୋଧରେ ମାମଲା ପାଇଁ ନିର୍ଦ୍ଦେଶ
କଟକ: ବେଆଇନ ଭାବେ ତିଆରି କରାଯାଇଥିବା ଚୁଙ୍ଗୁଡି ଘେରି େଉଛଦ ସମ୍ପକିର୍ତ ଜନସ୍ୱାର୍ଥ ମାମଲାରେ ଆଜି ହାଇକୋର୍ଟ ଜବରଦଖଲକାରୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ରାଜ୍ୟ ସରକାରଙ୍କୁ ନିଦ୍ଦେର୍ଶ ଦେଇଛନ୍ତି । ହାଇକୋର୍ଟ ଏହି ମାମଲାରେ କେତେ ବେଆଇନ ଚୁଙ୍ଗୁଡି ଘେରି ଉଛେଦ କରାଯାଇଛି ସେ!-->…