କୁନି ପିଲାଙ୍କ ମୁହଁରେ ହସ ଫୁଟାଇଲା ରଜ ମଉଜ
ଭୁବନେଶ୍ୱର: କରୋନା କାଳରେ ଦେଶରେ ଚାରିଆଡ଼େ ଅଭାବ ଓ ଅସୁବିଧାର ବାତାବରଣ । ଭଲ ମଣିଷଟିଏ ଯେଉଁଠି ହନ୍ତସନ୍ତ ହେଉଛି । ଗରିବଟିଏକୁ ଅବା କିଏ ପଚାରେ । କିନ୍ତୁ ଏବେ ବି କିଛି ମଣିଷଙ୍କ ପାଖରେ ମାନବିକତା ବଂଚି ରହିଛି । ଏପରି କିଛି ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରରେ । ଯେଉଁଠି ଅନେକ!-->…