୭ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଲଘୁଚାନ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି । ଆସନ୍ତା ୨୪ ଘଂଟା ମଧ୍ୟରେ ୭ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ନେଇ ସତର୍କ ସୂଚନା ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ୭ଟି ଜିଲ୍ଲା ଏହା ଯାଜପୁର, କେନ୍ଦ୍ରପଡା, ଜଗତସିଂହପୁର, କେନ୍ଦୁଝର, କଟକ, ମୟୂରଭଞ୍ଜ

ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ: ଟିକା ନନେଲେ ଦୋକାନ ଖୋଲିବା ମନା

ବ୍ରହ୍ମପୁର: ଜିଲ୍ଲାରେ ଟିକାକରଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଗଞ୍ଜାମ ଜିଲ୍ଳାପାଳ ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି । ତାଲାବନ୍ଦ କଟକଣା ମଧ୍ୟରେ ଯେତିକି ବ୍ୟବସାୟ ପ୍ରତିଷ୍ଠାନ ଖୋଲୁଛି, ସେମାନଙ୍କ ପାଇଁ ଟିକା ନେବା ବାଧ୍ୟତାମୂଳକ କରାଯାଇଛି । ଟିକା ନନେଲେ ଦୋକାନ ଖୋଲିବାକୁ

ସରକାରୀ ଟିକାକରଣ ଅଭିଯାନର ପ୍ରଚାର କରିବେ ସବୁ ବିଶ୍ୱବିଦ୍ୟାଳୟ

ନୁଆଦିଲ୍ଲୀ: ଦେଶରେ ଆରମ୍ଭ କରିଥିବା ବିଶାଳ ଟିକାକରଣ ଅଭିଯାନର ପ୍ରଚାର କରିବେ ସବୁ ବିଶ୍ୱବିଦ୍ୟାଳୟ । ଟିକାକରଣ ଅଭିଯାନର ପ୍ରଚାର ଓ ପ୍ରସାରଣ ପାଇଁ ବ୍ୟାନର/ହୋଡିଂ ଲଗାଇବା ପାଇଁ ବିଶ୍ୱବିଦ୍ୟାଳୟ ଅନୁମୋଦନ କମିଶନ(ୟୁଜିସି) କମିଟି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ୟୁଜିସି କହିଛି ଯେ,

ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଆଜି

ଭୁବନେଶ୍ୱର: ରାଜ୍ୟର ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଆସନ୍ତା କାଲି ଦିନ ୧୧ଟା ବେଳେ ଅନୁଷ୍ଟିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଅଧ୍ୟକ୍ଷତା କରିବେ । ଭର୍ଚ୍ଚୁଆଲି ଏହି ବୈଠକ ହେବାକୁ ଯାଉଥିଲା ବେଳେ ମୁଖ୍ୟମନ୍ତ୍ରୀ ନବୀନ ନିବାସରେ ରହି ବୈଠକରେ ଭାଗ ନେବେ ଏବଂ ଅନ୍ୟ ୧୪

କରୋନାକୁ ନେଇ ଶ୍ୱେତପତ୍ର ଜାରି କଲା କଂଗ୍ରେସ

ନୂଆଦିଲ୍ଲୀ: ମହମାରୀ କରୋନାକ୍‌ୁ ନେଇ ଶ୍ୱେତପତ୍ର ଜାରି କଲେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଶ୍ୱେତପତ୍ରରେ ତୃତୀୟ ଲହରର ମୁକାବିଲା ପାଇଁ ସରକାରଙ୍କୁ ସତର୍କ କରିବା ସହ କେତେକ ପ୍ରସ୍ତାବ ଦେଇଛନ୍ତି ରାହୁଲ । କହିଛନ୍ତି ଦ୍ୱିତୀୟ ଲହରକୁ ନେଇ ବୈଜ୍ଞାନିକମାନେ ସରକାରଙ୍କୁ

ଅଲିମ୍ପିକ୍ସ ହକି ଟିମ ଉପ ଅଧିନାୟକ ହେଲେ ବୀରେନ୍ଦ୍ର

ନୂଆଦିଲ୍ଲୀ: ପୁଣି ଥରେ ଜାତୀୟ ପୁରୁଷ ହକି ଟିମରେ ଓଡିଆଙ୍କ ଦବଦବା ଦେଖିବାକୁ ମିଳିଛି । ଟୋକିଓ ଅଲିମ୍ପିକ୍ସରେ ଖେଳିବାକୁ ଥିବା ଭାରତୀୟ ପୁରୁଷ ହକି ଟିମର ଉପଅଧିନାୟକ ହୋଇଛନ୍ତି ଓଡିଆ ପୁଅ ବୀରେନ୍ଦ୍ର ଲାକ୍ରା । ଲାକ୍ରା ଓ ହରମନପ୍ରିତ ସିଂହ ଟୁର୍ଣ୍ଣାମେଂଟରେ ଉପଅଧିନାୟକ ଦାୟୀତ୍ୱ

ବିଳମ୍ବ ହେବ ପଞ୍ଚାୟତ ନିର୍ବାଚନ!

ଭୁବନେଶ୍ୱର: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ବିଳମ୍ବ ହୋଇପାରେ । ଏହା କହିଛନ୍ତି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ । ରାଜ୍ୟ ସରକାରଙ୍କ ତାଙ୍କ କାମ ସାରିନଥିବାରୁ ବିଳମ୍ବ ହୋଇପାରେ ବୋଲି ସେ କହିଛନ୍ତି । ପଞ୍ଚାୟତ ପ୍ରତିନିଧିଙ୍କ କାର୍ଯ୍ୟାଳୟ ମାର୍ଚ୍ଚ ୧୦, ୨୦୨ରେ ସରିବା । ନିର୍ବାଚନ

ଆଜି ବି ବର୍ଷିବ, ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଆଜି ବି ୧୨ଟି ଜିଲ୍ଳାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହି ୧୨ ଜିଲ୍ଲା ହେଉଛି ନୂଆପଡ଼ା, ସମ୍ବଲପୁର, ବଲାଙ୍ଗିର, ସୋନପୁର, ସୁନ୍ଦରଗଡ, ଝାରସୁଗୁଡା, ସେବଗଡ, କେନ୍ଦୁଝର, ମୟୂରଭଞ୍ଜ, ଗଜପତି ଓ ଗଞ୍ଜାମ । ଏଠାରେ ଘଡଘଡି ସହ ମଧ୍ୟମ ଧରଣର ବର୍ଷ ସମ୍ଭାବନା

ଆସୁଛି ତୃତୀୟ ଲହର?

କରୋନା ମହାମାରୀ ଦୀର୍ଘ ତିନି ବର୍ଷ ଧରି ହାତ ଗୋଡ ଲମ୍ବାଇ ବୁଢ଼ି ଅସୁରୁଣୀ ଭଳି ମଣିଷ ଜୀବନ ନେବାରେ ବ୍ୟସ୍ତ । ବିଶ୍ୱର ଏପରି କୌଣସି ରାଷ୍ଟ୍ରନାହିଁ, ଯେଉଁଠାରେ କରୋନା ମହାମାରୀରେ ଲୋକ ବାରମ୍ବର ଆକ୍ରାନ୍ତ ହୋଇନାହାନ୍ତି ବା ମରିନାହାନ୍ତି । କୋଭିଡ-୧୯ ଭାଇରସ ବିଶ୍ୱର ବିଭିନ୍ନ ଦେଶରେ

ଦେଶରେ ଦୈନିକ ସଂକ୍ରମଣ ହ୍ରାସ

ନୂଆଦିଲ୍ଲୀ: ଦେଶରେ ଦୀର୍ଘ ୮୮ ଦିନ ପରେ କରୋନା ଦୈନିକ ସଂକ୍ରମଣ ସବୁଠାରୁ କମ ରେକର୍ଡ କରାଯାଇଛି । ୨୪ ଘଂଟାରେ ଆଉ ୫୩ ହଜାର ୨୫୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୯୯,୩୫,୨୨୧କୁ ବୃଦ୍ଧି ପାଇଛି । ଚିକିତ୍ସାଧୀନ ଅବସ୍ଥାରେ ଆଉ ୧୪୨୨