ଓଡିଶାରେ ମୌସୁମୀ
ଭୁବନେଶ୍ୱର: ବହୁ ଆକାକ୍ଷିଂତ ଦକ୍ଷିଣ-ପଶ୍ଚିମ ମୌସୁମୀ ଆଜି ଓଡିଶାରେ ପ୍ରବେଶ କରିଛି ବୋଲି ସ୍ଥାନୀୟ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ମୌସୁମୀ ପ୍ରଥମେ ବଲାଙ୍ଗୀର ଓ ପୁରୀ ଜିଲ୍ଲାରେ ପ୍ରବେଶ କରିଛି । ଏହାର ପ୍ରଭାବରେ ବଲାଙ୍ଗୀର ଜିଲ୍ଲା ସମେତ ବହୁ ଜିଲ୍ଲାରେ ଆଜି ଭଲ ବର୍ଷା!-->…