ବ୍ରହ୍ମକମଳ ଫୁଲ ଦେଖିବାକୁ ପ୍ରବଳ ଭିଡ
ଗୋପ: ଗୋପ ନିକଟସ୍ଥ କୁଶୁପୁର ର ସୁଦର୍ଶନ ପରମାଣିକଙ୍କ ଛାତ ଉପରେ ଲାଗି ଥିବା ବ୍ରହ୍ମକମଳ ବୃକ୍ଷରେ ଏକ କାଳିନ ୪ ଗୋଟି ବ୍ରହ୍ମକମଳ ଫୁଲ ଫୁଟିଛି । ଏହି ଫୁଲ ଫୁଟିବା ନେଇ ଜଣା ପଡ଼ିବା ପରେ ସୁଦର୍ଶନ ଙ୍କ ଘରେ ପ୍ରବଳ ଭୀଡ ଦେଖିବାକୁ ମିଳିଥିଲା । କେହି ଫୁଲ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ!-->…