ସରକାର କିଣିବେ ୫ହଜାର ପାଉଜ୍ ୨-ଡିଜି ଔଷଧ

ଭୁବନେଶ୍ୱର: ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ (ଡିଆରଡିଓ) ଦ୍ୱାରା ପ୍ରସ୍ତୁତ ୨-ଡିଜି ୫ହଜାରର ପାଉଜ୍ ଔଷଧ ରାଜ୍ୟ ସରକାର କିଣିବେ । ଏନେଇ ସରକାରଙ୍କ ପକ୍ଷରୁ ଅର୍ଡର ଦିଆଯାଇଛି ବୋଲି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପିକେ ମହାପତ୍ର ସୂଚାନା ଦେଇଛନ୍ତି । ସୂଚନା ଯୋଗ୍ୟ ଯେ,

ୟୁଏଇରେ ହେବ ଆଇପିଏଲ୍‌ର ଅବଶିଷ୍ଟ ମ୍ୟାଚ୍

ନୂଆଦିଲ୍ଲୀ: ୟୁଏଇରେ ଆଇପିଏଲର ଅବଶିଷ୍ଟ ମ୍ୟାଚ୍ ଅନୁଷ୍ଠିତ ହେବ ବୋଲି ଆଜି ବିସିସିିଆଇ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଅନୁଷ୍ଠିତ ବିସିସିଆଇର ଏସ୍‌ଜିଏମ୍ ବୈଠକରେ ଏନେଇ ନିଷ୍ପତି ନିଆଯାଇଛି । ଆସନ୍ତା ସେପ୍ଟେମ୍ବର-ଅକ୍ଟୋବର ମାସରେ ୟୁଏଓରେ ଆଇପିଏଲ୍ ହୋଇପାରେ । ତେବେ କୌଣସି

ଆନ୍ତଃରାଜ୍ୟ ବିମାନ ଯାତ୍ରା ହେବ ମହଙ୍ଗା

ନୂଆଦିଲ୍ଲୀ : ଆସନ୍ତା ଜୁନ୍ ୧ ତାରିଖରୁ ବିମାନ ଯାତ୍ରା ମହଙ୍ଗା ହେବ । ଭାରତ ମଧ୍ୟରେ କୌଣସି ସ୍ଥାନକୁ ଯାତ୍ରା କଲେ ଯାତ୍ରୀଙ୍କୁ ପୂର୍ବାପେକ୍ଷା ଅଧିକ ଭଡା ଦେବାକୁ ପଡିବ । କେନ୍ଦ୍ର ସରକାର ବିମାନ ଭଡା ବୃଦ୍ଧି କରିବାକୁ ନିଷ୍ପତି ନେଇଥିବାବେଳେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ

କୋଠା ଭୁଷୁଡି ୭ ମୃତ

ଥାନେ : କୋଠା ଭୁଷୁଡିବାରୁ ୭ଜର ପ୍ରାଣ ହରାଇଛନ୍ତି । ଶୁକ୍ରବାର ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ଥିବା ଉଲ୍ଟାସନଗରରେ ଏହି ଅଭାବନୀୟ ଦୁର୍ଘଟଣା ଘଟିଛି । ରାତି ୯ଟା ସମୟରେ ହଠାତ୍ କୋଠାଟି ଭୁଷୁଡିବା ଆରମ୍ଭ କରିଥିଲା । ଏହାପରେ କୋଠାରେ ଉପସ୍ଥିତ ଥିବା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା

ଦେଶରେ ଥମୁନି ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ୨ଲକ୍ଷ ତଳକୁ ରହିଛି ଦୈନିକ ସଂକ୍ରମଣ । ଆଉ ୧ଲକ୍ଷ ୭୩ହଜାର ୭୯୦ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୭୭,୨୯,୨୪୭କୁ ବୃଦ୍ଧି ପାଇଛି । ଚିକିତ୍ସାଧୀନ ଅବସ୍ଥାରେ ୩ହଜାର ୬୧୭ ଆକ୍ରାନ୍ତଙ୍କ ମୃତ୍‌ୁ୍ୟ ହୋଇଥିବା ବେଳେ ମୋଟ୍

ପହିଲାରୁ ବିଶ୍ୱବିଦ୍ୟାଳୟ ଓ କଲେଜ୍‌ରେ ଅନ୍‌ଲାଇନ୍ କ୍ଲାସ୍

ଭୁବନେଶ୍ୱର: ଜୁନ୍ ୧ରୁ ଡିଗ୍ରୀ କଲେଜ୍ ଓ ବିଶ୍ୱବିଦ୍ୟାଳୟ ଗୁଡିକରେ ଅନ୍‌ଲାଇନ୍ କ୍ଲାସ୍ ଆରମ୍ଭ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହି ନିର୍ଦ୍ଦେଶନାମା ଅନୁଯାୟୀ, ଖରା ଛୁଟି ପରେ ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟରେ ଓ ଡିଗ୍ରୀ

ରାଜ୍ୟରେ ଶୀର୍ଷରେ ପହଞ୍ଚି ଗଲାଣି ସଂକ୍ରମଣ

ଭୁବନେଶ୍ୱର: ମହାମାରୀ କରୋନାର ଦ୍ୱିତୀୟଲହର ସଂକ୍ରମଣ ରାଜ୍ୟରେ ଶିର୍ଷରେ ପହଞ୍ଚି ସାରିଲାଣି । ଏବଂ ଏବେ ସଂକ୍ରମଣ ନିମ୍ନଗାମୀ ହୋଇଛି ବୋଲି ବରିଷ୍ଠ ଡାକ୍ତର ନିରୋଜ ମିଶ୍ର କହିଛନ୍ତି । ଏବେ ରାଜ୍ୟରେ ଟେଷ୍ଟ ପଜିଟିଭ୍ ରେଟ୍ କମିଛି । ଆଜି ୧୪ ପ୍ରତିଶତ ଅଛି, ଯାହା ପିକ୍ ବେଳେ ୨୬ ପ୍ରତିଶତ

ଓଡ଼ିଶାବାସୀଙ୍କୁ ପିସିସି ସଭାପତି ନିରଞ୍ଜନଙ୍କ ନିବେଦନ

ଭୁବନେଶ୍ୱର: ନଅଙ୍କ ଦୂର୍ଭିକ୍ଷ ପରେ ସେହିପରି ବିପତି କରୋନା ମହାମାରୀ ଓଡ଼ିଶାରେ ଦେଖାଦେଇଛି । ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଏହି ସଂକଟ ସମୟରେ ଓଡ଼ିଶାବାସୀଙ୍କୁ ନିବେଦନ କରିଛନ୍ତି କି ଯାହାର ଯେଉଁ ଶକ୍ତି ଅଛି ତାକୁ ହୃଦୟତାର ସହ ବିନିଯୋଗ କରି ଓଡ଼ିଶାବାସୀଙ୍କୁ ସେବା କରିବାକୁ

ଆରପାରିରେ ପ୍ରବଚକ ଚାରଣ ରାମଦାସ

ପୁରୀ:ପ୍ରସିଦ୍ଧ ପ୍ରବଚକ ଚାରଣ ରାମଦାସଙ୍କ ସୋମବାର ରାତିରେ ଦେହାନ୍ତ ହୋଇଛି । ସେ କରୋନା ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ କିଛିଦିନ ତଳେ ଚିକିତ୍ସି ହେଉଥିଲେ । ସାମାନ୍ୟ ସୁସ୍ଥ ହେବା ପରେ ସେ ପୁରୀସ୍ଥିତ ରମାବଲ୍ଲଭ ନିଜ ବାସଭବନକୁ ଫେରି ହୋମ୍ ଆଇସୋଲେଶନରେ ଥିଲେ ।

ଚମ୍ପୁଆ ଗ୍ରାମାଞ୍ଚଳରେ କରୋନା ସ୍ଥିତିକୁ ନେଇ ମୁରଲି ଶର୍ମାଙ୍କ ଉଦବେଗ

ଚମ୍ପୁଆ: କରୋନାର ଦ୍ୱିତୀୟ ଲହର ଗ୍ରାମାଞ୍ଚଳରେ ଅଧିକ ଭୟାବହ ହୋଇଛି । ଗାଁକୁ ଗାଁ ଏହାକୁ ନେଇ ଆତଙ୍କ ସୃଷ୍ଟି ହୋଇଛିା ଖଣିଜ ସମୃଦ୍ଧ କେନ୍ଦୁଝର ଜିଲ୍ଲାରେ ପ୍ରଶାସନ କୁହାଟ ମାରି କରୋନା ପରୀକ୍ଷା କରିବା ଓ ଅସ୍ଥାୟୀ କେନ୍ଦ୍ର ଦ୍ୱାରା ଟୀକାକରଣ କରାଇବା ନେଇ କହୁଥିଲେ ମଧ୍ୟ ବାସ୍ତବ