ୟସ୍’ ସାଇକ୍ଲୋନିକ ଷ୍ଟର୍ମ ‘ସିଭିୟର’ରୁ ‘ଭେରି ସିଭିୟର’ ରୂପ ନେଉଛିି
ଭୁବନେଶ୍ୱର : ବାତ୍ୟା ‘ୟସ୍’ ଏବେ ବଙ୍ଗୋପସାଗର ମଧ୍ୟରେ ଉତର-ପଶ୍ଚିମ ଦିଗ ଆଡକୁ ଗତ କରୁଥିଲା ବେଳେ ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମ ରୁପ ନେଇ ସାରିଛି ଏବଂ ସନ୍ଧ୍ୟା ସୁଦ୍ଧା ଏହା ‘ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମ’ ରୁପ ନେବା ସହିତ ବୁଧବାର ଭୋର ସୁଦ୍ଧା ଏହା ଚାନ୍ଦବାଲି ଓ ଧାମରା!-->…