୧୨ଦିନରେ ପେଟ୍ରୋଲ ବଢିଲାଣି ୨.୬୯ପ ଓ ଡିଜେଲ୍ ୩.୦୭ପ
ନୂଆଦିଲ୍ଳୀ: ଦେଶରେ କରୋନା ମହାମାରୀ ଭୟଙ୍କର ରୂପ ନେଉଥିବା ବେଳେ ପେଟ୍ରୋଲ୍ ଓ ଡିଜେଲ ଦର ଲଗାତର ବୃଦ୍ଧି ପାଇବାରେ ଲାଗିଛି । ଦିନକ ବ୍ୟବଧାନରେ ପେଟ୍ରୋଲ୍ ଓ ଡିଜେଲ୍ ଦର ପୁଣି ବଢିଛି । ଆଜି ପେଟ୍ରୋଲ୍ ଦର ଲିଟର ପିଛା ୧୫ରୁ ୧୭ ପଇସା ଏବଂ ଡିଜେଳ୍ ଦର ଲିଟର ୨୫ରୁ ୨୯ ପଇସା ବୃଦ୍ଧି!-->…