ବଢୁଛି ‘ବ୍ଲାକ୍ ଫଙ୍ଗସ୍’ ଦେଶରେ ୮୮୪୮ ଆକ୍ରାନ୍ତ
ନୂଆଦିଲ୍ଲୀ: ଦେଶରେ ଘାତକ ‘ବ୍ଲାକ ଫଙ୍ଗସ୍’ ବା ମ୍ୟୁକୋର୍ମାଇକୋସିସ୍ରେ ୮୮୪୮ଜଣ ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ବର୍ତମାନ ସୁଦ୍ଧା ୧୨୬ ଜଣଙ୍କର ଜୀବନ ଯାଇଥିବା ସୂଚନା ରହିଛି । ସେମାନଙ୍କ ଭିତରୁ କେବଳ ମହାରାଷ୍ଟ୍ରରେ ହିଁ ସର୍ବାଧିକ ୯୦ ଜଣ ମୃତୃ ବରଣ କରିଛନ୍ତି । ତାହା ପଛକୁ!-->…