ଦିନକୁ ୨୦ଟି ଘର ବୁଲି ଆକ୍ରାନ୍ତ ଚିହ୍ନଟ କରିବେ ଆଶାକର୍ମୀ
ଭୁବନେଶ୍ୱର: କୋଭିଡ୍ ପରିଚାଳନା ପାଇଁ ଆଶାକର୍ମୀମାନଙ୍କୁ ୧୦ ହଜାର ଟଙ୍କା ମିଳିବ । ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ କରିଥିବା ଘୋଷଣା ଅନୁଯାୟୀ ଆଶାକର୍ମୀମାନଙ୍କୁ ଏକକାଳୀନ ଏହି ସହାୟତା ପ୍ରଦାନ କରାଯିବ । ଏସମ୍ପର୍କରେ ସବୁ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନରମାନଙ୍କୁ ସ୍ୱାସ୍ଥ୍ୟ!-->…