ଏନଡିଆରଏଫର ୫ଟିମ୍ ଗଲେ ଗୁଜରାଟ
ବାରଙ୍ଗ : ମୁଣ୍ଡଳୀସ୍ଥିତ ୩ୟ ବାହିନୀ ଏନଡିଆରଏଫର ୫ଟି ଟିମ ଗୁଜୁରାଟର ସାମୁଦ୍ରିକ ବାତ୍ୟାର ମୁକାବିଲା ନିମନ୍ତେ ଶନିବାର ଭୁବନେଶ୍ୱର ଆନ୍ତର୍ଜାତିକ ବିମାନ ବନ୍ଦରୁ ଯାତ୍ରା କରିଛନ୍ତି ।ଏନଡିଆରଏଫର ସିନିୟର କମାଣ୍ଡାଣ୍ଟ ଜାକବକିସ ପୋଟାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଡେପୁଟି!-->…