ବଲାଙ୍ଗୀର ପାଇଁ ଦୁଇ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୋଭିଡ଼ ଦ୍ୱିତୀୟ ଲହରୀ ର ମୁକାବିଲା ପାଇଁ ବଲାଙ୍ଗୀର ଜିଲ୍ଲା କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ,ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିରୁ ଦୁଇ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ସୂଚନାଯୋଗ୍ୟ ଯେ କୋଭିଡ଼ର ପ୍ରଥମ ଲହର ରେ ଗତ ବର୍ଷ ବିଭିନ୍ନ ପର୍ଯାୟରେ ବଲାଙ୍ଗୀର

୬ରୁ ୮ ସପ୍ତାହ ‘ଲକ୍‌ଡାଉନ୍‌’ ଜରୁରୀ : ଆଇସିଏମ୍‌ଆର୍‌’ ମୁଖ୍ୟ

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଥମିବାର ନାଁ ଧରୁନଥିବା ବେଳେ ଏହାର ମୁକାବିଲା ପାଇଁ ଲକ୍‌ଡାଉନ୍ ଏବେ ଏକ ମାତ୍ର ପନ୍ଥା ବୋଲି ଆଇସିଏମ୍‌ଆର୍ ପକ୍ଷରୁ କୁହାଯାଇଛି । ଅଧିକ ସଂଖ୍ୟକ କୋଭିଡ-୧୯ ସଂକ୍ରମଣ ରିପୋର୍ଟ କରୁଥିବା ଜିଲ୍ଲାଗୁଡିକ ଆହୁରି ୬ରୁ୮ ସପ୍ତାହ

ମଇ ଶେଷ ପର୍ଯ୍ୟନ୍ତ ୪ ଏକ୍ସପ୍ରେସ ଟ୍ରେନ ବାତିଲ୍

ଭୁବନେଶ୍ୱର: କମ ପୃଷ୍ଠପୋଷକତା ଏବଂ କୋଭିଡ୧୯ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଛାଡୁଥିବା ଚାରି ଯୋଡ଼ା ବିଶେଷ ଏକ୍ସପ୍ରେସ ଟ୍ରେନକୁ ଉଭୟ ପାର୍ଶ୍ୱରୁ ବାତିଲ କରିବାକୁ ନିଷ୍ପତି ନିଆଯାଇଛି । ୦୨୮୬୬/୦୨୮୬୫ ପୁରୀ-ଏଲଟିଟି- ପୁରୀ ସାପ୍ତାହିକ ସ୍ୱତନ୍ତ୍ର

ସୂଚନା ଓ ଲୋକ ସମ୍ପର୍କ ବିଭାଗର ଦାୟିତ୍ୱ ଗ୍ରହଣ କଲେ ବିଷ୍ଣୁପଦ

ଭୁବନେଶ୍ୱର: ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ବିଷ୍ଣୁପଦ ସେଠୀ ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ନୂତନ ପ୍ରମୁଖ ଶାସନ ସଚିବଙ୍କ ଦାୟିତ୍ୱ ଗ୍ରହଣ ଅବସରରେ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର

ମନରେଗା କାମ କରୁଛି ମେସିନ୍‌

ଜଗତସିଂହପୁର : ମହାମାରୀ କରୋନା ସଂକ୍ରମଣକୁ ରୋକିବା ଦିଗରେ ସରକାର ସାରା ରାଜ୍ୟରେ ତାଲାବନ୍ଦ ଘୋଷଣା କରିଛନ୍ତି । ଯାହାକୁନେଇ ଏବେ ଅନେକଲୋକଙ୍କ ଜୀବନ ଜୀବାକା ପ୍ରଭାବିତ ହେବାରେ ଲାଗିଛି । ଯାହାକୁନେଇ ବର୍ତ୍ତମାନ ସମୟରେ କେନ୍ଦ୍ର ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ସାଧାରଣ

ପି ଡି ଏସ ଚାଉଳ ବଂଟନ ବେଳେ ବାୟୋମେଟ୍ରିକ ମେସିନ ବ୍ୟବହାର ବନ୍ଦ ହେଉ

ଭୁବନେଶ୍ୱର: ରାଜ୍ୟରେ ଏବେ ପିଡିଏସ ଚାଉଳ ଏବଂ କେନ୍ଦ୍ର ସରକାର ମେ ଓ ଜୁନ ମାସ ପାଇଁ ଦେଇଥିବା ଚାଉଳ ବଂଟାଯିବାର ଯୋଜନା ରହିଛି । ଗତ ମେ ୧ ତାରିଖରୁ କିଛି ଜାଗାରେ ତାହା ବଂଟା ଆରମ୍ଭ ହୋଇ ସାରିଛି । ମାତ୍ର ଏହାକୁ ବାଂଟିବା ବେଳେ ଯେଉଁ ବାୟୋମେଟ୍ରିକ ବା ଇ –ପୋସ ମେସିନ ବ୍ୟବହାର

୧୬ ପତ୍ନୀ, ୧୫୧ ପିଲା : ପୁଣି ବାହା ହେବାକୁ ମନ

ହାରାରେ: ହୁଏତ ଶୁୁଣିବାକୁ ଅଜବ ଲାଗିପାରେ ଏବଂ ଆଜିର ସମାଜରେ ବିଶ୍ୱାସ କରିବା ମଧ୍ୟ ଆହୁରି କଷ୍ଟକର, କିନ୍ତୁ ଏକଥା ସତ ଯେ, ୧୬ ଜଣ ପତ୍ନୀ ଏବଂ ୧୫୧ ସନ୍ତାନ ଥିବା ବ୍ୟକ୍ତି ଜଣକ ଖୁବ୍ ଶୀଘ୍ର ୧୭ତମ ଝିଅକୁ ବିବାହ କରିବାକୁ ମଧ୍ୟ ପ୍ରସ୍ତୁତ ହେଉଛନ୍ତି । ସେ ହେଉଛନ୍ତି ଜିମ୍ବାୱେର ୬୬

୪ ଜିଲ୍ଲାରେ ହେବ ୫୫୦ କୋଭିଡ୍ ବେଡ୍’

ଭୁବନେଶ୍ୱର: ସମ୍ବଲପୁର, ସୁନ୍ଦରଗଡ, ଝାରସୁଗୁଡା, ଅନୁଗୁଳ ଆଦି ୪ଜିଲ୍ଲାରେ ୫୫୦ କୋଭିଡ୍ ବେଡ୍ ପ୍ରତିଷ୍ଠା ହେବ । କେବଳ ୫୫୦ଟି ଶର୍ଯ୍ୟା ନୁହେଁ, ତା’ ସହ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ମଧ୍ୟ ଯୁଦ୍ଧକାଳୀନ ଭିତିରେ କରାଯିବ । ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର

ଘୁଞ୍ଚିଲା ସିଭିଲ୍ ସର୍ଭିସ୍ ପରୀକ୍ଷା

ନୂଆଦିଲ୍ଳୀ: ଦେଶରେ ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ଲୋକସେବା ଆୟୋଗ ସର୍ବଭାରତୀୟ ସିଭିଲ୍ ସର୍ଭିସ୍ (ପ୍ରିଲିମିନାରୀ ) ପରୀକ୍ଷାକୁ ଘୁଞ୍ଚାଇ ଦେଇଛନ୍ତି । ଆସନ୍ତା ଅକ୍ଟୋବର ମାସ ୧୦ ତାରିଖ ଦିନ ସିଭିଲ୍ ସର୍ଭିସ୍ ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହେବ । ଏହି

କେବେ ଉଠିବ ଲକଡାଉନ ?

ଦେଶର ବହୁ ରାଜ୍ୟ ଏବେ ଲକଡାଉନ ଭିତରେ ଅଛନ୍ତି । କେତେକ ରାଜ୍ୟରେ କରୋନା ପଜିଟିଭ ସଂକ୍ରମଣ ହାର ଉଦ୍ଧ୍ୱର୍ମୁଖା ହୋଇଥିଲା ବେଳେ ଆଉ କେତେକ ରାଜ୍ୟରେ ଏହା ଧିରେ ଧିରେ କମିବାରେ ଲାଗିଛି । ଏପରିକି ଦିଲ୍ଲୀରେ ସଂକ୍ରମଣ ହାର ୩୭ ପ୍ରତିଶତରୁ କମି ସମ୍ପ୍ରତି ଏହା ୧୭ ପ୍ରତିଶତରେ ପହଂଚିଥିବା