ବିଷାକ୍ତ ମଦ ପିଇ 5 ମୃତ 7 ଗୁରୁତର
ଅଜମଗଡ଼: ଉତ୍ତରପ୍ରଦେଶ ଆମ୍ବେଦକର ନଗର ଜିଲ୍ଲାରେ ବିଷାକ୍ତ ମଦ ପିଇ 5 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 7ଜଣ ଗୁରୁତର ହୋଇଛନ୍ତି । ଗୁରୁତର ମାନଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ, ମଙ୍ଗଳବାର ମଖଦୁମପୁର ଗ୍ରାମର କିଛି ଲୋକ ମଦ ପିଇବାର କିଛି ଘଣ୍ଟା ପରେ ହଠାତ ଅଚେତ!-->…