ଏଥର ବିନା ପରିଚୟପତ୍ରରେ ବି ମିଳିବ ଟିକା

ଭୁବନେଶ୍ବର: କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଥିବା ବେଳେ ମୃତ୍ୟୁ ସଂଖ୍ୟାରେ ରୁକ୍‌ ଲାଗିବାର ନାଁ ଧରୁନି । ଏପରି ପରିସ୍ଥିତିରେ ଟିକା କରଣରେ ବିଳମ୍ବକୁ ଲକ୍ଷକରି ରାଜ୍ୟ ସରକାର ଏକ ନୂତନ ପଦକ୍ଷେପ ନେଇଛନ୍ତି । ଯାହାକି ଏଥର ପରିଚୟପତ୍ର ନଥିଲେ ବି ଲୋକେ ଟିକା ନେଇପାରିବେ

ସତ’ର ଅନ୍ୟ ନାମ ମିଛ?

ସ୍ଲେଟ ଓ ଖଡି ଧରି ପାଠ ପଢିଲା ବେଳୁ ଶିକ୍ଷକମାନେ ଶିକ୍ଷା ଦାନ ବେଳେ କହି ଆସିଛନ୍ତି, ମିଥ୍ୟା କହିବା ମହାପାପ ଓ ସତ୍ୟର ବିକଳ୍ପ ନାହିଁ । ଉଦାହରଣ ସ୍ୱରୁପ କୁହାଯାଇପାରେ, ସୁର୍ଯ୍ୟ ପୁର୍ବ ଦିଗରୁ ଉଇଁବା ଓ ପଶ୍ଚିମ ଦିଗରେ ଅସ୍ତ ହେବା, ମଣିଷ ଜନ୍ମ ହେବା ପରେ ଦିନେ ନା ଦନେ ତା’ର ମୃତ୍ୟୁ

ସାବଧାନ୍‌! ସୌଚାଳୟ ପାଇପ୍‌ ମାଧ୍ୟମ ଦେଇ ବ୍ୟାପିପାରେ କରୋନା

ନୂଆଦିଲ୍ଲୀ: ମହାମାରୀ କରୋନାର ଦ୍ବିତୀୟ ଲହର ଦେଶର ବହୁ ଧନ ଜୀବନ ନଷ୍ଟ କରିବା ସହିତ ଏହା ଏକ ବିରଟ ଆତଙ୍କ ସୃଷ୍ଟି କରିଛି । ଏହାର ତୃତୀୟ ଲହର ଆସିପାରେ ବୋଲି ମଧ୍ୟ ସମ୍ଭାବନା ରହିଛି । ଏ ପରି ସ୍ଥିତିରେ ବୈଜ୍ଞାନିକ ମାନେ ଏ ନେଇ ବହୁ ତଥ୍ୟ ସଂଗ୍ରର କରିଛନ୍ତି । ଯାହାକି କରୋନା ସଂକ୍ରମଣର

ବଦଳିଲେ ବିଏମ୍‌ସି କମିଶନର ପ୍ରମଚନ୍ଦ୍ର ଚୌଧୁରୀ

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମର (ବିଏମ୍‌ସି )କମିଶନର ଥିବା ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ଆଜି ବଦଳି କରି ଦିଆଯାଇଛି । ତାଙ୍କ ସ୍ଥାନରେ 1997 ବ୍ୟାଚ୍‌ର ଆଇଏଏସ୍‌ ଅଫିସର ସଞ୍ଜୟଳ କୁମାର ସିଂଙ୍କୁ ବିଏମ୍‌ସି କମିଶନର ଭାବେ ନିଯୁକ୍ତି ଦିଆଯାଇଛି । ପୂର୍ବରୁ ବୈଷୟିକ ଶିକ୍ଷା ଓ ଦକ୍ଷତା

ମେ ୨୬ରେ ପ୍ରଥମ ଚନ୍ଦ୍ର ଗ୍ରହଣ

ନୁଆଦିଲ୍ଲୀ: ଚଚଳିତ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଚଳିତ ମାସ ୨୬ ତାରିଖରେ ଦୃଶ୍ୟମାନ ହେବାକକୁ ଯାଉଛି । ଏହା ସମ୍ପୁର୍ଣ୍ଣ ଚନ୍ଦ୍ର ଗ୍ରହଣ ହେବ । ୨୦୧୯ଜାନୁଆରୀ ୨୧ ତାରିଖ ପରେ ଏହା ପ୍ରଥମ ପୁର୍ଣ୍ଣ ଗ୍ରହଣ ହେବାକୁ ଯାଉଛି । ଗ୍ରହଣ ସମୟରେ ଚନ୍ଦ୍ର ଲୋହିତ ହଳଦିଆ ରଙ୍ଗରେ ଦେଖାଯାଉଥିବାରୁ

କରୋନା ଭୁତାଣୁକୁ ମାରିପାରିବ ମାସ୍କ

କୋଲକାତା: କରୋନା ଭୁତାଣୁ ଠାରୁ ଜୀବନ ରକ୍ଷା କରିବାଲାଗି ଟିକା ପ୍ରସ୍ତୁତ ହୋଇଛି । କିନ୍ତୁ କରୋନା ଭୁତାଣୁକୁ ମାରିପାରିବା କ୍ଷମତା ଥିବା ଏକ ମାସ୍କ ଉଦ୍ଭାବନ କରି ଚର୍ଚ୍ଚାକୁ ଆସିଛନ୍ତି ଜଣେ ଦ୍ୱାଦଶ ଶ୍ରେଣୀର ଛାତ୍ରୀ, ତାଙ୍କ ନା’ହେଉଛି ଦିଗନ୍ତିକା ବୋଷ ଏବଂ ଘର ପଶ୍ଚିମବଙ୍ଗରେ ।

ବାଂଲାଦେଶକୁ ଚୀନର ଧମକ

ଆମେରିକା: ଜାପାନ, ଅଷ୍ଟ୍ରେଲିଆ ଏବଂ ଭାରତକୁ ନେଇ ଗଠନ ହୋଇଥିବା କ୍ୱାଡ ଗୋଷ୍ଠ ବିରୋଧରେ ଚୀନର ଆଭିମୁଖ୍ୟ ଦିନକୁ ଦିନ କଠୋର ହେବାକୁ ଲାଗିଛି । ଏବେ ଚୀନ କ୍ୱାଡକୁ ନେଇ ବାଂଲାଦେଶକୁ ଧମକ ଦେଇଛି । ଯଦି ବାଂଲାଦେଶ କ୍ୱାଡ ରାଷ୍ଟ୍ର ସମୁହଙ୍କ ସହିତ ସାମିଲ ହେଉଛି ତେବେ ଚୀନ ସହିତ ତା’ର

ଆମେରିକାରେ ପିଲାଙ୍କୁ ଟିକା

ୱାସିଂଟନ୍‌: ଆମେରିକାରେ ଏଣିକି ପିଲାଙ୍କୁ ଟିକା ଦିଆଯିବ । ଏହି ନିଷ୍ପତି ଆମେରିକା ସରକାର ନେଇଥିବା ଜଣାପଡିଛି । ମିଳିଥିବା ସୂଚନାନୁଯାୟୀ ଉକ୍ତ ଟିକା ୧୨ ବର୍ଷରୁ ୧୫ ବର୍ଷ ବୟସ୍କ ପିଲାମାନଙ୍କୁ ଦିଆଯିବା ପାଇଁ ସ୍ଥିର ହୋଇଛି । ସୂଚନା ଯୋଗ୍ୟ, ଏହା ପୂର୍ବରୁ କାନାଡାରେ ପିଲାମାନେ ଟିକା

ସିବିଏସଇ ଦ୍ୱାଦଶ ବୋର୍ଡ ପରୀକ୍ଷା ନିଷ୍ପତି ଜୁନ ପରେ

ନୁଆଦିଲ୍ଲୀ: ଦେଶରେ କୋଭିଡର ଦ୍ୱିତୀୟ ପର୍ଯ୍ୟାୟ ଭୟାନକ ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ସିବିଏସଇ ଦ୍ୱାଦଶ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ କି ନାହିଁ ତାହାକୁ ଦ୍ୱନ୍ଦ ଲାଗିଥିବା ବେଳେ ବୋର୍ଡ ପକ୍ଷରୁ କୁହାଯାଇଛି, ଯେ ଏ ସମ୍ପର୍କରେ ଜୁନ ପରେ ଚୁଡାନ୍ତ ନିଷ୍ପତି ନିଆଯିବ । ସିବିଏସଇର

କରୋନାରେ ୧୦ରୁ ଉର୍ଦ୍ଧ ମାଓବାଦୀ ମୃତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଓ ଦନ୍ତେୱାଡାର ଗାଙ୍ଗଲୁର ଅଂଚଳରେ ୧୦ରୁ ଉର୍ଦ୍ଧ ମାଓବାଦୀ ମୃତ୍ୟୁ ବରଣ କରିଛନ୍ତି । ସୁକମା ଓ ଦନ୍ତେବାଡା ଜିଲ୍ଲା ସୀମାନ୍ତ ଗାଙ୍ଗାଲୁର ଅଂଚଳରେ ଗତ କିଛି ଦିନ ଧରି ପ୍ରାୟ ୫୦୦ରୁ ଉର୍ଦ୍ଧ ମାଓବାଦୀ ମାନେ ଏକତ୍ରିତ ହୋଇଥିଲେ ।