ଭାଙ୍ଗିପଡିଲା ନୀଳଚକ୍ର ବାନା ବାଉଁଶ
ପୁରୀ: ଶ୍ରୀମନ୍ଦିରରେ ଅଘଟଣ । କାଳବୈଶାଖୀ ବର୍ଷା ପବନ ନୀଳଚକ୍ର ବାନା ବାଉଁଶ ଭାଙ୍ଗିପଡିଛି । କାଳବୈଶାଖୀ ପ୍ରଭାବରେ ପୁରୀରେ ପ୍ରାୟ ଅଧଘଂଟା ପବନ ସହ ବର୍ଷା ଏହି ବାନା ବାଉଁଶ ଭାଙ୍ଗିପଡିଥିଲା । ତେବେ ନୀତିକାନ୍ତିରେ କୌଣସି ପ୍ରଭାବ ପଡିନଥିବା କହିଛନ୍ତି ସେବାୟତ । ତେବେ ଶ୍ରୀମନ୍ଦିରର!-->…