୧୦ରୁ ୨୪ ରାଜସ୍ଥାନରେ ଲକ୍‌ଡାଉନ୍

ଜୟପୁର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜସ୍ଥାନ ସରକାର ଆସନ୍ତା ୧୦ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍ ଜାରୀ କରିଛନ୍ତି । ଆସନ୍ତା ୧୦ ତାରିଖ ଭୋର୍ ୫ଟାରୁ ରାଜସ୍ଥାନରେ ଲାଗୁ ହେବାକୁ ଥିବା ଏହି ଲକ୍‌ଡାଉନ୍ ୨୪ ତାରିଖ ଭୋର ୫ଟା ପର୍ଯ୍ୟନ୍ତ ବଳବତର

୮ଟି ସହରକୁ ରେଳ ଚଳାଚଳ ବାତିଲ

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନାକୁ ଦୃଷ୍ଟିରେ ରଖି ରେଳବାଇ ୮ଟି ସହରକୁ ରେଳଚଳାଚଳ ବାତିଲ କରିଛି । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରେଳ ଚଳାଚଳ ବନ୍ଦ ରହିବ ବୋଲି କୁହାଯାଇଛି । ସେହିପରି ଯାତ୍ରୀ ନ ହେବାରୁ ପୂର୍ବତଟ ରେଳପଥ ପକ୍ଷରୁ ଆଉ ୪ଟି ଦୈନିକ ସ୍ୱତନ୍ତ୍ର ଟ୍ରେନ୍ ବାତିଲ୍ ହୋଇଛି ।

ଦିଲ୍ଲୀକୁୁୁ ଦୈନିକ ୭୦୦ ମେଟ୍ରିକ୍ ଟନ୍ ଅକ୍ସିଜେନ୍ ଯୋଗାଅ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀକୁ ଦୈନିକ ୭୦୦ ମେଟ୍ରିକ ଟନ୍ ତରଳ ମେଡିକାଲ୍ ଅକ୍ସିଜେନ୍ ଯୋଗାଇ ଦେବାକୁ ସୁପ୍ରିମକୋର୍ଟ ଆଜି କେନ୍ଦ୍ର ସରକାରଙ୍କୁ କର୍ଡା ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟର ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱାରେ ଗଠିତ ଖଣ୍ଡପୀଠ ଜାତୀୟ ରାଜଧାନୀ

ରାଜ୍ୟରେ ୧୨ହଜାର ଡେଇଁଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଆଜି ସଂକ୍ରମଣଙ୍କ ସଂଖ୍ୟା ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି । ଦିନକରେ ପୁଣି ୧୨,୨୩୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ଭିତରୁ ୬୯୧୪ ଜଣ ସଙ୍ଗରୋଧରୁ ଓ ୫୩୨୪ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ

ଭୁବନେଶ୍ୱରରେ ଟିକା ଉତ୍ପାଦନ ୟୁନିଟ୍‌ର ନିର୍ମାଣ ଆରମ୍ଭ, ୨୦୨୨ ଜୁନ୍ ସୁଦ୍ଧା କୋଭାକ୍ସିନ୍ ଉତ୍ପାଦନ ଲକ୍ଷ୍ୟ

ଭୁବନେଶ୍ୱର: ଓଡ଼ିଶାରେ ବ୍ୟବସାୟ ଅନୁଗୁଳ ବାତାବରଣ ଏବଂ ଇଡେକା ମାଧ୍ୟମରେ ତ୍ୱରିତ ଜମି ଆବଂଟନ ପ୍ରକ୍ରିୟାକୁ ଭୁବନେଶ୍ୱରର ଅନ୍ଧାରୁଆଠାରେ ଟିକା ଉତ୍ପାଦନ ଶିଳ୍ପାନୁଷ୍ଠାନର ନିର୍ମାଣ କାର୍ଯ୍ୟ ଇତି ମଧ୍ୟରେ ଆରମ୍ଭ ହୋଇଛି । ଶିଳ୍ପ ପ୍ରତିଷ୍ଠା ନିମନ୍ତେ ଆବଶ୍ୟକୀୟ ବୈଧାନିକ ଏବଂ ଆଇନଗତ

୧୪ ଯୋଡା ରେଳ ଚଳାଚଳ ବାତିଲ

ଭୁବନେଶ୍ୱର: ଉତର ରେଳବାଇ ପକ୍ଷରୁ ଗୁରୁବାର ୨୮ଟି ରେଳଗାଡିର ଯାତାୟାତ ବାତିଲ କରାଯାଇଛି । ଏଥିମଧ୍ୟରେ ଦୂରନ୍ତ, ରାଜଧାନୀ, ଶତାବ୍ଦୀ ଓ ବନ୍ଦେ ଭାରତ ରେଳ ସାମିଲ ରହିଛି । ଏହି ଗାଡି ନୂଆଦିଲ୍ଳୀ ସମେତ ବିଭିନ୍ନ ରାଜ୍ୟକୁ ଯାତାୟାତ କରିଥାଏ । ବିଭିନ୍ନ କରୋନା ସଂକ୍ରମଣ ବୃଦ୍ଧି

ଅମାନିଆଙ୍କ ଠାରୁ ଆଦାୟ ହେଲାଣି ୧୫ କୋଟି: ୫୫୩ ଗିରଫ

ଭୁବନେଶ୍ୱର: ସରକାରଙ୍କ କରୋନା ନିୟମ ଅନେକ ଲୋକ ମାନୁଛନ୍ତି କିନ୍ତୁ କିଛି ଅମାନିଆ ମାନୁନାହାନ୍ତି, ସେମାନଙ୍କୁ ଦଣ୍ଡିତ କରାଯାଉଛି । ଏପ୍ରିଲ ୧ରୁ ଏପର୍ଯ୍ୟନ୍ତ ନିୟମ ଉଲ୍ଲଙ୍ଘନକାରୀଙ୍କ ଠାରୁ ମୋଟ ୧୫ କୋଟି ଟଙ୍କା ଫାଇନ ଆଦାୟ କରାଯାଇଛି । କେବଳ ମାସ୍କ ପିନ୍ଧନଥିବା ଲୋକଙ୍କ ଠାରୁ୬

କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଟିକାକରଣ

ଯାଜପୁର : ମାନ୍ୟବର ମୁଖ୍ୟମନ୍ତ୍ରୀ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ କରୋନା ଯୋଦ୍ଧା ଭାବେ ମାନ୍ୟତା ଦେବା ସହ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ସାମିଲ ଥିବା ପ୍ରତିନିଧି ମାନଙ୍କୁ ଅଗ୍ରାଧିକାର ଭିତିରେ କୋଭିଡ ଟୀକାକରଣ ପାଇଁ ନିର୍ଦ୍ଦେଶ ଦେଇଚ୍ଥନ୍ତି । ସେହି ଆଧାରରେ

ଭୋଜିଭାତ କରି ଗଣିଲେ ୧୦ ହଜାର ତଣ୍ଡ

ଭଦ୍ରକ; ଲକଡାଉନ୍ ସମୟରେ ଗାଁରେ ଭୋଜିଭାଜ କରି ଲୋକଙ୍କୁ ବସାଇ ଏକାଠି ଖୁଆଇବା ମହଙ୍ଗା ପଡିଛି ଜଣେ ପରିବାରକୁ । ଘଟଣାସ୍ଥଳରେ ପୁଲିସ୍ ପହ ô କୋଭିଡ୍ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ୧୦ ହଜାର ଟଙ୍କା ଜରିମାନା ଆଦାୟ କରିଛି । ଘଟଣାଟି ଏହି ଜିଲାର ଚାନ୍ଦବାଲି ଥାନା ଅଧୀନସ୍ଥ ସିଙ୍ଗିଟି ଗ୍ରାମରେ

ହସ୍ପିିଟାଲରେ କୋଭିଡ ଟେଷ୍ଟ ବନ୍ଦ ନେଇ ଅସନ୍ତୋଷ

ତାଳଚେର: ତାଳଚେର ଉପଖଣ୍ଡ ମୁଖ୍ୟ ସରକାରୀ ଡାକ୍ତରଖାନା,ଗୋଡ଼ିବନ୍ଧ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ କଣିହାଁ ହସପିଟାଲରେ କୋଭିଡ ଟେଷ୍ଟ ବନ୍ଦ ହେବା କାରଣରୁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦୂର ଦୂରାନ୍ତରୁ ପ୍ରତିଦିନ ଜନସାଧାରଣ ହସପିଟାଲକୁ ଦୈାଡ଼ି ଦୈାଡ଼ି ନୟାନ୍ତ