ଦ୍ୱିତୀୟ ଡୋଜ୍ ଟିକାକରଣ ଉପରେ ଗୁରୁତ୍ୱ

ଭୁବନେଶ୍ୱର: ଯେଉଁମାନେ ୨ୟ ଡୋଜ୍ ଅପେକ୍ଷାରେ ଅଛନ୍ତି, ସେମାନଙ୍କୁ ପ୍ରଥମେ ଦିଆଯିବ । ସେମାନଙ୍କ ଛଡ଼ା କୌଣସି ନୂଆ ଲୋକଙ୍କୁ ପ୍ରଥମ ଡୋଜ୍ ଏବେ ଦିଆଯିବନି ବୋଲି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ରାଜ୍ୟରେ

ବରଗଡରେ ମଲ୍ଟି ସ୍ପେସାଲିଷ୍ଟ ହସପିଟାଲର ଶୁଭାରମ୍ଭ

ବରଗଡ: ପଶ୍ଚିମ ଓଡିଶାର କୋଭିଡ-୧୯ ଦ୍ୱିତୀୟ ଲହରୀର ମୁକାବିଲା କରିବା ପାଇଁ ବରଗଡର ବିକାଶ ମଲ୍ଟି ସ୍ପେସାଲିଷ୍ଟ ହସପିଟାଲରେ ୧୦୦ଟି ଭେଂଟିଲେଟର ସହ ଆଇସିୟୁ ବେଡର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମହମାରୀର ମୁକାବିଲା ପାଇଁ ବରଗଡର ମଲ୍ଟି ସ୍ପେସାଲିଷ୍ଟ

ଦ୍ୱିତୀୟ ଡୋଜ କେବେ?

ଦେଶରେ କୋଭିଡ-୧୯ ଏବେ ଲାଲବତୀ (ରେଡ ଲାଇଟ) ଆଡକୁ ଅଗ୍ରସର ହେଉଥିବା ଜଣାପଡିଛି । ଏପରିକି ଭାରତବର୍ଷ ବିଶ୍ୱର ଦ୍ୱିତୀୟ ଜନବହୁଳ ରାଷ୍ଟ୍ର ହୋଇଥିଲା ବେଳେ ଏଠାରେ ସମ୍ପ୍ରତି କରୋନାର ଦ୍ୱିତୀୟ ଲହର ଚାଲିଛି । ପ୍ରଥମ ଲହର ଚାଲିଥିଲା ବେଳେ ଏଥିରେ ମୃତାକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିଲେ ହେଁ ଏହା

ରାଜଧାନୀରେ ହେବ ଟିକା ଉତ୍ପାଦନ କେନ୍ଦ୍ର; ଏଥିରେ କୋଭାକ୍ସିନ୍‌ ସମେତ ୧୦ ପ୍ରକାରର ରୋଗ ପାଇଁ ଟିକା ପ୍ରସ୍ତୁତ କରାଯିବ

ଭୁବନେଶ୍ବର: ରାଜ୍ୟ ପାଇଁ ଏକ ଖୁସି ଖବର ।ରାଜଧାନୀରେ ନିର୍ମାଣ ହେବ ଟିକା ଉତ୍ପାଦନ ୟୁନିଟ୍‌ । ଏହାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଭର୍ଚୁଆଲ୍‌ ମୋଡରେ ଆରମ୍ଭ କରିଛନ୍ତି । ଏଥିରେ ୧୫ କୋଟି ଟଙ୍କା ବିନିଯୋଗ ହେବ ବୋଲି ଜଣାପଡିଛି । ଏନେଇ ଆଜି ମୁଖ୍ୟ ଶାସନ ସଚିବଙ୍କ

3 ବର୍ଷ ଜେଲ୍‌ ପରେ ପୁଣି ରାଜନୀତିରେ ଲାଲୁଙ୍କ ଏଣ୍ଟ୍ରି: ଆସନ୍ତା 9 ରେ କରିବେ ଭର୍ଚୁଆଲ୍‌ ମିଟିଙ୍ଗ୍‌

ବିହାର: ଦୀର୍ଘ 3 ବର୍ଷ ପରେ ଜେଲ୍‌ରୁ ବାହାରିଛନ୍ତି ଆର୍‌ଜେଡି ନେତା ତଥା ଆର୍‌ଜେଡି ରାଷ୍ଟ୍ରିୟ ସଭାପତି ଲାଲୁ ପ୍ରସାଦ ଯାଦବ । ଆସନ୍ତା ମେ‘ 9 ତାରିଖରେ ସେ ବିଧାୟକ ଓ ଦଳୀୟ କର୍ମୀଙ୍କ ସହ ଆଲୋଜନା କରିବେ । ଏଥି ସହ ବିରୋଧୀ ଦଳର ନେତା ତେଜସ୍ୱୀ ଯାଦବଙ୍କ ସହ ଏକ ଭର୍ଚୁଆଲ

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବିଜେପି ନେତା ପ୍ରଦୀପ୍ତ ନାଏକ କରୋନା ସଂକ୍ରମିତ ହୋଇ ଭୁବନେଶ୍ବର ଏମ୍ସରେ ଭର୍ତ୍ତି ହୋଇଛନ୍ତି । ସେଠାରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି । ଗୁରୁବାର ମୁଖ୍ୟମସ୍ତ୍ରୀ ନବୀନ ପଟ୍ଟନାୟକ ତପ୍ରଦୀପ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଚିନ୍ତା

ଜେଲ୍‌ଦଣ୍ଡ ଭୋଗୁଥିବା ଆଶାରାମ ବାପୁ ଏବେ ଆଇସିୟୁରେ ଭର୍ତ୍ତି

ଯୋଧପୁର: ନାବାଳିକା ଯୌନ ଶୋଷଣ ମାମଲାରେ ଆଜିବନ କାରାଦଣ୍ଡ ଭୋଗୁଥିବା ଆଶାରାମ ବାପୁଙ୍କୁ ଘାରିଛି କରୋନା । ସେ ରାଜସ୍ଥାନର ଯୋଧପୁର ଜେଲ୍‌ରେ ଥିବାବେଳେ କରୋନା ସଂକ୍ରମିତ ହୋଇଥିଲେ । ତେବେ ଜେଲ୍‌ରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ହଠାତ୍‌ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସୂଚନୀୟ

କରୋନାରେ CRPF ଡିଆଇଜି ସୁନିଲ୍‌ କୁମାର ପାର୍ଥଙ୍କ ମୃତ୍ୟୁ

ଭୁବନେଶ୍ବର: ମହାମାରୀ କରୋନାରେ ଆକ୍ରାନ୍ତ ହୋଇ CRPF ଡିଆଇଜି ସୁନୀଲ୍‌ କୁମାର ପାର୍ଥଙ୍କର ମୃତ୍ୟୁ ହୋଇଛି । ସେ ଭୁବନେଶ୍ବର CRPF ଗୃପ୍‌ ସେଣ୍ଟରର ଡିଆଇଜି ଥିଲେ । କିଛି ଦିନ ତଳେ ସୁନୀଲ୍‌ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ବରରେ ଏକ ଘରୋଇ ମେଡିକାଲ୍‌ରେ ଚିକିତ୍ସାଧୀନ ଥିଲେ ।

ପୃଥିବୀ ମୁହାଁ ଚୀନ୍‌ର ଜଳନ୍ତା ରକେଟ୍‌

ଓ୍ବାଶିଂଟନ୍‌: ସାରା ବିଶ୍ବକୁ କରୋନା ମହାମାରୀ ପହଞ୍ଚାଇଥିବା ଚୀନ୍‌ ଏବେ ପୁଣି ଏକ ଶକ୍ତ ଧକ୍କା ଦେବାକୁ ଯାଉଛି । ଚୀନ୍‌ ଦ୍ବାରା ମହାକାଶକୁ ପଠାଇଥିବା ରକେଟ୍‌ ମାର୍ଚ୍ଚ-5ବି ଏବେ ନୟନ୍ତ୍ରଣ ହରାଇ ତୀବ୍ର ବେଗରେ ପୃଥିବୀ ମୁହାଁ ହୋଇଛି । ଏହି ଜଳନ୍ତା ରକେଟ୍‌ ଶନିବାର ପୃଥିବୀକୁ

ଆଗ ଧାଡ଼ିର ଯୋଦ୍ଧାଙ୍କ ଜୀବନ ନେଲା କରୋନା

ବଲାଙ୍ଗୀର: ଆଗଧାଡ଼ିର ଯୋଦ୍ଧା ସାଜି ଲଢୁଥିବା ଆଉ ଜଣେ ଯୋଦ୍ଧାଙ୍କର ଆଜି ଜୀବନ ନେଇଛି ମହାମାରୀ କରୋନା । ବଲାଙ୍ଗୀର ଜିଲ୍ଲା ଚୂଡ଼ାପାଲି ହସ୍ପିଟାଲ୍‌ରେ ଫାର୍ମାଶିଷ୍ଟ ଭାବରେ କାର୍ଯ୍ୟରତ ଜଣେ ଷ୍ଟାଫ୍‌ଙ୍କର ଆଜି ମୃତ୍ୟୁ ହୋଇଛି । ମୃତକଙ୍କ ନାମ ଦିବାକର ପରିଡ଼ା । ଗତ ଏକ ସପ୍ତାହ ତଳେ