ଅମ୍ଲଜାନ ଯୋଗାଣ କରାନଯିବା ଗଣହତ୍ୟା ଠାରୁ କିଛି କମ୍ ନୁହେଁ : ଆଲ୍ଲାହାବାଦ ହାଇକୋର୍ଟ
ଆଲ୍ଳାହାବାଦ: ଅମ୍ଲଜାନ ଯୋଗାଣ କରାନଯିବା ଦ୍ୱାରା କୋଭିଡ-୧୯ ଆକ୍ରାନ୍ତ ଲୋକମାନେ ପ୍ରାଣ ହରାଇବା ଏକ ଅପରାଧମୂଳକ କାର୍ଯ୍ୟ ଏବଂ ଏକ ଗଣହତ୍ୟା ଠାରୁ କିଛି କମ୍ ନୁହେଁ ବୋଲି ଆଲ୍ଲାହାବାଦ ହାଇକୋର୍ଟ ଆଜି କଡା ମନ୍ତବ୍ୟ ଦେଇଛନ୍ତି । ଅଦାଲତ କହିଛନ୍ତି ଯେ, ଏଭଳି ଯୋଗାଣ ସୁନିଶ୍ଚିତ କରିବା!-->…