ଆସନ୍ତା 24 ଘଣ୍ଟାରେ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, 23 ଜିଲାକୁ ସତର୍କ ସୂଚନା
ଭୁବନେଶ୍ବର: ଆସନ୍ତା 24 ଘଣ୍ଟାରେ ବଜ୍ରପାତ ସହିତ ଝଡ଼ ବର୍ଷା ହେବା ନେଇ ସତର୍କ ସୂଚନା ଦେଲା ପାଣିପାଗ ବିଭାଗ । ପବନର ବେଗ 30ରୁ 40 କିମି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଥିବେ ବେଳେ ରାଜ୍ୟର 23 ଜିଲ୍ଲାକୁ ଏହା ସତର୍କ ରହିବାକୁ ସୂଚନା ଦେଇଛି । ସେହି 23 ଜିଲ୍ଲା ମଧ୍ୟରେ!-->…