ଭିଡ଼ ହଟାଇବାକୁ ଯାଇ ମାଡ଼ ଖାଇଲେ ପୋଲିସ୍‌

ଉଦଳା: ମହାମାରୀ କରୋନାକୁ ନେଇ ସାରା ବିଶ୍ବ ପିନ୍ତାରେ ପଡ଼ିଥିବା ବେଳେ ବିଭିନ୍ନ କଟକଣା, ଲକ୍‌ଡାଉନ୍‌, ସଟ୍‌ଡାଉନ କରି ଲୋକମାନଙ୍କୁ ସତର୍କ ରହିବାକୁ ସରକାର ଅନୁରୋଧ କରୁଛନ୍ତି । ଇତି ମଧ୍ମୟରେ ୟୁରଭଞ୍ଜ ଜିଲ୍ଲା ଶରତ ଥାନା ଅଧୀନସ୍ତ ଦେବାନବାହାଳି ଗାଁରେ ଚଇତି ପର୍ବ ପାଳନ କରିବାରେ

ହସ୍ପିଟାଲ୍‌ରେ ନାହିଁ ଅକ୍ସିଜେନ୍‌, ମା’ ଙ୍କ ମୁହଁରେ ମୁହଁ ଲଗାଇ ଅକ୍ସିଜେନ୍‌ ଦେଲେ ଝିଅ

ଲକ୍ଷ୍ନୌ: ଦେଶର ବିଭିନ୍ନ ରାଜ୍ୟରେ ଅକ୍ସିଜେନର ଅଭାବ ପରିଲକ୍ଷିତ ହେଉଥିବା ବେଳେ ଏହି ଅଭାବରୁ ବହୁ ସ୍ଥାନରେ ରୋଗୀମାନେ ମୃତ୍ୟୁବରଣ କରୁଛନ୍ତି । ଏହି ପରିସ୍ଥିତିରେ ଉତ୍ତରପ୍ରଦେଶରେ ବହରାଇଚ ଜିଲ୍ଲା ହସ୍ପିଟାଲ୍‌ରୁ ଏପରି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି, ଯାହାକି ଜଣେ

କୋଭିଡ୍ ଡ୍ୟୁଟିରେ ସାମିଲ୍ ହେବେ MBBS ଶେଷ ବର୍ଷ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: କୋଭିଡ୍ ଡ୍ୟୁଟିରେ ସାମିଲ୍ ହେବେ MBBS ଶେଷ ବର୍ଷ ଛାତ୍ରଛାତ୍ରୀ। ନର୍ସିଂ ଛାତ୍ରଛାତ୍ରୀଙ୍କୁ ମଧ୍ୟ କୋଭିଡ୍ ଡ୍ୟୁଟିରେ ସାମିଲ କରାଯିବ ବୋଲି ସୂଚନା ମିଳିଛି। ନିୟୋଜିତ ଛାତ୍ରଛାତ୍ରୀଙ୍କୁ ସରକାରୀ ନିଯୁକ୍ତିରେ ଅଗ୍ରାଧିକାର ସହ ମିଳିବ ପ୍ରୋତ୍ସାହନ ରାଶି। ତେବେ 

ଆଇପିଏଲ : ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ରାଜସ୍ଥାନ

ଆଜିର ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ରାଜସ୍ଥାନ । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ହାଇଦ୍ରାବାଦ ଦଳ । ତେଣୁ ପ୍ରଥମେ ବ୍ୟାଟିଂ କରିବ ରାଜସ୍ଥାନ ରୟାଲ୍ସ । ଏହି ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ । ଉଭୟ ଦଳ ପଏଣ୍ଟ ଟେବୁଲର ଉପରକୁ

ନନ୍ଦିଗ୍ରାମରେ ସମସ୍ତଙ୍କୁ ପଛରେ ପକାଇ ଲିଡ୍‌ରେ ଅଛନ୍ତି ଦିଦି

କୋଲକାତା: ପଶ୍ଚିମ ବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ଓ ଟିଏମ୍‌ସି ମଧ୍ୟରେ ଯୋରଦାର ପ୍ରତିଯୋଗୀତା ଚାଲିଥିବା ବେଳେ ଅଜି ସବୁ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି । ଆରମ୍ଭରୁ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ପଛରେ ଥିବା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଏବେ ଲିଡ୍‌

୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କାଳ ବୈଶାଖୀଜନିତ ବର୍ଷା ସମ୍ଭବନା ହରିଛି। ଏନେଇ ଭୁବନେଶ୍ବରସ୍ଥିତ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମିଳିଥିବା ସୂଚନା ମୁତାବକ, ରାଜ୍ୟର କିଛି ଜିଲାରେ ରବିବାର ଅଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହୋଇପାରେ।

ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଗଲାଣି ୩୯୬୪ ଟନ୍‍ରୁ ଅଧିକ ଅକ୍ସିଜେନ୍‍

ଭୁବନେଶ୍ବର: ଗତ କିଛି ଦିନ ଧରି ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ ଯୋଗାଣ କାର୍ଯ୍ୟ ଜାରି ରହିଛି। ଅଦ୍ୟାବଧି ୨୧୪ଟି ଟ୍ୟାଙ୍କର ଯୋଗେ ୩୯୬୪.୫୪୨ ଟନ୍‍ରୁ ଅଧିକ ଅକ୍ସିଜେନ୍‍ ବିଭିନ୍ନ ରାଜ୍ୟକୁ ପଠାଯାଇଛି। ଅନୁଗୁଳ, ରାଉରକେଲା, ଢେଙ୍କାନାଳ ଏବଂ ଯାଜପୁର ଜିଲ୍ଲାରୁ ଆନ୍ଧ୍ରପ୍ରଦେଶ,

ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତ ହେଲେ ରବି ଶଙ୍କର

ଭାରତୀୟ ରିଜର୍ଭ ବ୍ୟାଙ୍କର ନୂତନ ଡେପୁଟି ଗଭର୍ଣ୍ଣର ନିଯୁକ୍ତ ହୋଇଛନ୍ତି । କେନ୍ଦ୍ର ସରକାରଙ୍କର ଏକ କମିଟି ରବି ଶଙ୍କରଙ୍କୁ ଡେପୁଟି ଗଭର୍ଣ୍ଣର ଭାବେ ମନୋନୀତ କରିଥିଲେ । ରବି ଶଙ୍କର ଭାରତୀୟ ରିଜର୍ଭ ବ୍ୟାଙ୍କର ୪ର୍ଥ ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତ ହୋଇଛନ୍ତି । ସେ ପୂର୍ବରୁ ରିଜର୍ଭ

୯ ଥର ପ୍ଲାଜମା ଦାନ କରି ୧୮ ଜୀବନ ବଞ୍ଚାଇଲେ ଏହି ବ୍ୟକ୍ତି

ଦେଶରେ କରୋନା ମହାମାରୀ ଏବେ ପ୍ରତିଟି ମଣିଷକୁ ଭୟଭିତ କରି ରଖିଛି । ଏହି ସମୟରେ ଲୋକମାନେ ସେମାନଙ୍କ ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି । ଏଭଳି ସମୟରେ ଏମିତି ବି କିଛି ଲୋକ ଅଛନ୍ତି ଯିଏ ଅନ୍ୟର ଜୀବନ ବଂଚାଇବାକୁ ନିଜ ଜୀବନକୁ ବି ବାଜିରେ ଲଗାଇ ଦେଉଛନ୍ତି । କିଛି ଏଭଳି କରି

ଲକଡାଉନରେ ଟିକା ଓ ଟେଷ୍ଟିଂକୁ ଅନୁମତି

ଭୁବନେଶ୍ୱର: କରୋନାର ଦୃତ ସଂକ୍ରମଣରେ ରୋକ ଲଗାଇବାକୁ ରାଜ୍ୟରେ ଲକଡାଉନ ଘୋଷଣା ହୋଇଥିବା ବେଳେ ଏହି ସମୟରେ ଟିକା ଓ ଟେଷ୍ଟିଂକୁ ଅନୁମତି ପ୍ରଦାନ କରାଯାଇଛି । ମେ ୫ରୁ ୧୯ ତାରିଖ ମଧ୍ୟରେ ଟିକା ପାଇଁ ଅନୁମତିପ୍ରାପ୍ତ ବ୍ୟକ୍ତି ଟିକା କେନ୍ଦ୍ରକୁ ଯାଇପାରିବେ, ଏଥିରେ କୌଣସି କଟକଣା ରହିବ