ପୁରଷୋତମ ଏକ୍ସପ୍ରେସରେ କ୍ୟାଟରିଂ ବନ୍ଦ, ଖାଦ୍ୟ ଘରୁ ଆଣ
ଭୁବନେଶ୍ୱର: ପୁରୀ-ନୂଆଦିଲ୍ଲୀ ପୁରଷୋତମ ଏକ୍ସପ୍ରେସରେ କ୍ୟାଟରିଂ ବନ୍ଦ । ପୁରୀରୁ ଛାଡିବାକୁ ଥିବା ଏକ୍ସପ୍ରେସରେ କ୍ୟାଟରିଂ ବନ୍ଦ । ଦିଲ୍ଲୀରୁ ଛାଡିବାକୁ ଥିବା ପୁରୁଷୋତମ ଏକ୍ସପ୍ରେସରେ ୩୦ ତାରିଖରୁ କ୍ୟାଟରିଂ ବନ୍ଦ କରିବାକୁ ନିଷ୍ପତି ହୋଇଛି । ଯାତ୍ରୀମାନେ ନିଜ ନିଜ ଖାଦ୍ୟ ବ୍ୟବସ୍ଥା!-->…