କରୋନା ପିଡିତାଙ୍କ ପାଇଁ ଆଗେଇ ଆସିଲେ ଅକ୍ଷୟ ଓ ଟ୍ୱିଙ୍କଲ୍
ମୁମ୍ବାଇ: ସାରା ଦେଶ ଏବେ କଠିନ ସମୟ ଦେଇ ଗତି କରୁଥିବା ବେଳେ । କେରୋନା ତାର ଦିନକୁ ଦିନ ତାର କାୟା ବିସ୍ତାର କରି ଚାଲିଛି । ବିଭିନ୍ନ ଡାକ୍ତଖାନାରରେ ଅକ୍ସିଜେନ୍ ଅଭାବରୁ ଲୋକମାନଙ୍କ ଜୀବନ ଯାଉଛି । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ବଲିଉଡ ଅଭିନେତା ଅକ୍ଷୟ କୁମାର ଲୋକଙ୍କ ପାଖରେ!-->…