କରୋନା ଓ ପିପିଲି ଉପନିର୍ବାଚନ ଲଢ଼େଇ; ବିଜେଡି ହଁ କୁ କଂଗ୍ରେସର ନା

ଭୁବନେଶ୍ବର: ବର୍ତ୍ତମାନ ଦେଶ ତଥା ରାଜ୍ୟରେ କରୋନା ପରିସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଏଭଳି ସ୍ଥିତି ମଧ୍ୟରେ ପିପିଲି ଉପନିର୍ବାଚନକୁ ଘୁଞ୍ଚାଇବାକୁ କଂଗ୍ରେସ ଦାବି କରିଛି । ଏନେଇ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କହିଛନ୍ତି ଯେ, “ନିର୍ବାଚନ ଲଢ଼ିବାକୁ ଦଳ

ରାଜ୍ୟରେ ଲାଗୁ ହେଲା ୧୪ ଦିନିଆ ଲକ୍‌ଡାଉନ୍‌

ବେଙ୍ଗାଲୁରୁ: କୋଭିଡ୍‌ ସଂକ୍ରମଣକୁ ନଜରରେ ରଖି ରାଜ୍ୟରେ ୧୪ ଦିନିଆା ଲକ୍‌ଡାଉନ୍‌ ଲାଗୁ କରିଛନ୍ତି କର୍ଣ୍ଣାଟକ ସରକାର । ଏହି ନିୟମ ମଙ୍ଗଳବାର ରାତି ୯ଟାରୁ ଲାଗୁହେବା ନେଇ ଘୋଷଣା କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା । କ୍ୟାବିନେଟ୍‌ ବୈଠକ ପରେ

ସାଢେ ୩ଲକ୍ଷ ଡେଇଁଲା କରୋନା : ୨୮୧୨ ମୃତ

ନୂଆଦିଲ୍ଳୀ: ଦେଶରେ କରୋନାଭାଇରସ୍ ଜନିତ ମହାମାରୀ ବ୍ୟାପିବା ଦିନ ଠାରୁ ଆଜି ଦୈନିକ ସଂକ୍ରମଣ ସଂଖ୍ୟା ୩ଲକ୍ଷ ୫୨ ହଜାର ଉପରେ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ସୋମବାର ସକାଳ ୮ଟା ସୁ୍ଦ୍ଧା ସମଗ୍ର ଦେଶରେ ୨୪ ଘଂଟା ମଧ୍ୟରେ ୩,୫୨,୯୯୧ କରୋନା ଭାଇରସ୍ଜନିତ ନୂତନ

କରୋନା ସ୍ଥିତି ପାଇଁ ଇ.ସି ଦାୟୀ

ଚେନ୍ନାଇ: ଦେଶରେ ମହାମାରୀ କରୋନାର ଦ୍ୱିତୀୟ ଲହର ତଥା ସଂକ୍ରମଣର ଦ୍ରୁତ ବୃଦ୍ଧି ପାଇଁ ନିର୍ବାଚନ କମିସନ୍ ଦାୟୀ ବୋଲି ଆଜି ମାଡ୍ରାସ୍ ହାଇକୋର୍ଟ କହିଛନ୍ତି । ଗତ ଅଳ୍ପ କେତେ ମାସ ହେବ ପ୍ରଚାର ଅଭିଯାନ ଚଳାଇବା ବେଳେ କରୋନା ନିୟମମାନୁ ନଥିବା ରାଜନୈତିକ ଦଳମାନଙ୍କୁ ନ ଅଟକାଇ ନିର୍ବାଚନ

କରୋନା ସହାୟତା ପାଇଁ ଭାରତକୁ ‘ଗୁଗଲ୍’ ଦେବ ୧୩୫ କୋଟି

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ ଭାରତକୁ ‘ଗୁଗଲ୍’ ୧୩୫ କୋଟି ଟଙ୍କା ସହାୟତା ଦେବ ବୋଲି ଘୋଷଣା କରିଛି । କମ୍ପାନିର ଦାତବ୍ୟ ସଂସ୍ଥାନ ‘ଗୁଗଲ୍ ଡଟ୍ ଓଆର୍ଜି’ରୁ ଦୁଇଟି ଅନୁଦାନ ସମେତ ଭାରତକୁ ଏହି ଅର୍ଥରାଶି ପ୍ରଦାନ କାରାଯିବ । ଏହି ଅନୁଦାନର

ଅନ୍ୟ ରାଜ୍ୟକୁ ମୋଟ୍‌ ୬୭ଟି ଅକ୍ସିଜେନ୍‌ ଟ୍ୟାଙ୍କର ପଠାଇ ସାରିଲାଣି ଓଡ଼ିଶା

ଭୁବନେଶ୍ବର: କରୋବା ମହାମାରୀର ଦ୍ବିତୀୟ ଲହର ଭୟଙ୍କର ରୂପ ନେଇଥିବା ବେଳେ ଦେଶରେ ଅକ୍ସିଜେନ୍‌ ଅଭାବ ବୁଝ ଉପରେ ନଳିତା ବିଡ଼ା ସାଜିଛି । ଦେଶର ଅଧିକାଂଶ ରାଜ୍ୟରେ ଅକ୍ସିଜେନ୍‌ ଅଭାବ ପାଇଁ ଲୋକମାନେ ମୃତ୍ୟୁ ବରଣ କରୁଛନ୍ତି । ଏପରି ସ୍ଥଳେ ଓଡ଼ିଶା ସରକାର ଅନ୍ୟ ରାଜ୍ୟମାନଙ୍କୁ ସହଯୋଗର

ଚେନ୍ନଇ ସୁପର କିଙ୍ଗ୍‍ସ ଅଧ୍ୟକ୍ଷଙ୍କ ପରଲୋକ

ଚେନ୍ନଇ: ଚେନ୍ନଇ ସୁପର କିଙ୍ଗ୍‍ସ କ୍ରିକେଟ ଦଳର ଅଧ୍ୟକ୍ଷ ଏଲ ସାବାରେତ୍ନମଙ୍କର ରବିବାର ରାତି ପ୍ରାୟ ୧୨.୩୦ ପରଲୋକ ଘଟିଛି। ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ହଦ୍‍କ୍ରିୟା ବନ୍ଦ ହୋଇଯିବାରୁ ତାଙ୍କର ବିୟୋଗ ଘଟିଥିବା ଡାକ୍ତରଖାନା ସୂତ୍ରରୁ ଜଣାଯାଇଛି। ଶ୍ରୀ ସାବାରେତ୍ନମ୍‍ ଇଣ୍ଡିଆ

ଦିଲ୍ଲୀରେ ପହଞ୍ଚିଲା ୩୧୮ ଅକ୍ସିଜେନ କନ୍‌ସେଂଟ୍ରେଟର

ନୂଆଦିଲ୍ଲୀ: କରୋନାର ୨ୟ ତରଙ୍ଗ ଯୋଗୁ ଭାରତ ବହୁମାତ୍ରାରେ ପ୍ରଭାବିତ ହୋଇଛି। ପ୍ରତିଦିନ ଅନେକ ଲୋକ ଅକ୍ସିଜେନ ଅଭାବରୁ ପ୍ରାଣ ହରାଉଛନ୍ତି। ଦେଶରେ ଜାରି ରହିଥିବା ଅକ୍ସିଜେନ ସଙ୍କଟକୁ ଦୃଷ୍ଟିରେ ରଖି ବିକଶିତ ଦେଶଗୁଡ଼ିକଡ ଭାରତକୁ ସହାୟତାର ହାତ ବଢ଼ାଇଛନ୍ତି। ଏହି ପରିପ୍ରେକ୍ଷୀରେ

ଆଜିଠୁ ପୁରୀ ସ୍ୱର୍ଗଦ୍ୱାରରେ କଟକଣା

ପୁରୀ: ମହାମରୀର ଭୟବହତା ମଧ୍ୟରେ ପୁରୀ ସ୍ୱର୍ଗଦ୍ୱାରରେ କଟକଣା ଲାଗୁ । ଆଜିଠାରୁ ପୁରୀ ଜିଲ୍ଲା ବାହାରର କୌଣସି ଲୋକ ସ୍ୱର୍ଗଦ୍ୱାରରେ ଶବଦାହ କରିପାରିବେ ନାହିଁ । କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବା ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ଏଭଳି ପଦକ୍ଷେପ ନେଇଛନ୍ତି । ପୁରୀ ଜିଲ୍ଲାର ଲୋକ ଅନ୍ୟ କାରଣ

ବିସ୍ଫୋରଣରେ ରେଳ ଧାରଣା ଉଡ଼ାଇଲେ ମାଓବାଦୀ

ଝାଡ଼ଖଣ୍ଡର ଚକ୍ରଧରପୁର ଅଞ୍ଚଳରେ ମାଓବାଦୀ ହିଂସା ଘଟାଇଛନ୍ତି। ରବିବାର ରାତିରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟାଇ ରେଳ ଟ୍ରାକକୁ ଉଡ଼ାଇ ଦେଇଛନ୍ତି। ଚକ୍ରଧରପୁର ରେଳ ମଣ୍ଡଳର ଲୋଟାପହାଡ଼ ନିକଟ ରେଳ ଲାଇନରେ ରାତି ପ୍ରାୟ ସାଢ଼େ ୨ଟାରେ ଏହି ଘଟଣା ଘଟିଛି। ଆଜାଦ ହିନ୍ଦ ଏକ୍ସପ୍ରେସ ଟ୍ରେନକୁ