ଓସ୍କାର ପୁରସ୍କାର ଘୋଷଣା; ବାଜି ମାରିଲା ‘ନୋମାଡ୍ଲ୍ୟାଣ୍ଡ’
ଲସ୍ଆଞ୍ଜେଲ୍ସ: ୯୩ତମ ଓସ୍କାର ପୁରସ୍କାର ରବିବାର ସନ୍ଧ୍ୟାରେ ଘୋଷଣା ହୋଇଛି। ବହୁ ପ୍ରତୀକ୍ଷିତ ଏହି ପୁରସ୍କାର ପ୍ରଦାନ ସମାରୋହରେ ବାଜି ମାରିଛି ଚଳଚ୍ଚିତ୍ର ‘ନୋମାଡ୍ଲ୍ୟାଣ୍ଡ’। ଏହି ଚଳଚ୍ଚିତ୍ର ୩ଟି ପୁରସ୍କାର ହାତେଇବା ସହିତ ୨୦୨୧ର ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ଆଖ୍ୟା ଅର୍ଜନ!-->…