କରୋନା ଔଷଧ କଳାବଜାର ରୋକିବାକୁ ୨୩ଟି ସ୍କ୍ୱାର୍ଡ

ଭୁବନେଶ୍ୱର: ରାଜ୍ୟରେ ଜରୁରୀ ଔଷଧ, ସ୍ୱାସ୍ଥ୍ୟ ସାମଗ୍ରୀ କଳାବଜାର ରୋକିବା ପାଇଁ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯଇଛି । ସାରା ରାଜ୍ୟ ପାଇଁ ୨୩ଟି ସ୍କ୍ୱାର୍ଡ ହୋଇଛି । ସେଥିରୁ କଟକ ଓ ଭୁବନେଶ୍ୱର ପାଇଁ ୭ଟି ସ୍କ୍ୱାର୍ଡ ଗଠନ କରାଯାଇଥିବା ବେଳେ ରାଜ୍ୟର ଅନ୍ୟ ଅଞ୍ଚଳ ପାଇଁ ୧୫ ସ୍କ୍ୱାର୍ଡ

ସ୍ୱେରେଜ ଅଘଟଣ : ମାମଲା ରୁଜୁ କଲେ ହାଇକୋର୍ଟ

କଟ: କଟକ ସହରର ସିଡିଏରେ ସ୍ୱେରେଜ୍ ଅଘଟଣ ନେଇ କ୍ଷତିଗ୍ରସ୍ତ ଓ ମୃତ ଶ୍ରମିକମାନଙ୍କ ଉପରେ ନିଜଆଡୁ ହାଇକୋର୍ଟ ଏକ ମମଲା ରୁଜୁ କରିବା ସହ ଉଭୟ କଟକ ଓ ଭୁବନେଶ୍ୱରରେ ବିନା ସୂରକ୍ଷା ବ୍ୟବସ୍ଥାରେ ଶ୍ରମିକମାନଙ୍କୁ ବିପଜ୍ଜନକ କାର୍ଯ୍ୟରେ ଲଗାଯାଉଥିବାରୁ ଏହାକୁ ନେଇ ଅସନ୍ତୋଷ ପ୍ରକାଶ

ହରିୟାନାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ କରୋନା

ଚଣ୍ଡିଗଡ଼: ହରିୟାନାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂହ ହୁଡ଼ା ଏବଂ ତାଙ୍କ ପତ୍ନୀ କରୋନା ପଜିଟିଭରେ ଆକ୍ରାନ୍ତ ହୋଇଛନ୍ତି । ରବିବାର ଦ୍ୱିପହରରେ ହୁଡ଼ାଙ୍କ କାର୍ଯ୍ୟାଳୟରୁ ନିଜେ ଜଣାଇଥିଲେ । ଭୂପେନ୍ଦ୍ର ସିଂ ହୁଡ଼ା ଶନିବାରକୁ କରୋନା ଟେଷ୍ଟ କରିଥିଲେ । ସେତେବେଳେ ସେ

ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସଙ୍ଘର ନୂତନ କର୍ମକର୍ତ୍ତା

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଙ୍ଘର ଏକ ସାଧାରଣ ବୈଠକ ବାରିପଦା ସ୍ଥିତ ସରକାରୀ କର୍ମଚାରୀ ଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଙ୍ଘର ନୂତନ କର୍ମକର୍ତ୍ତା ଚୟନ ହୋଇ ଥିବାର ଜଣାଯାଇଛି । ସଙ୍ଘରର ପୁର୍ବତନ ସଭାପତି ରବିନାରାୟଣ ମହାନ୍ତି ଓ

ପିପିଲି ଉପନିର୍ବାଚନ: ଶୋଭାଯାତ୍ରା ଓ ନିର୍ବାଚନୀ ସଭା କରିବନି ବିଜେଡ଼ି

ଭୁବନେଶ୍ଵର: ପିପିଲି ଉପନିର୍ବାଚନରେ ଆଉ ରାଲି କରିବନି ବିଜୁ ଜନତା ଦଳ(ବିଜେଡ଼ି)। ସାଧାରଣ ସଭା ଓ ଶୋଭାଯାତ୍ରା ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ବଢ଼ି ଚାଲିଥିବା କରୋନା ସଂକ୍ରମଣ ଦୃଷ୍ଟିରୁ ରାଲି ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି। ନିର୍ବାଚନୀ ସଭା ଓ

ବାଲି ଓ ମୋରମ ମାଫିଆ ସକ୍ରିୟ

ବାରିପଦା : ମୟୂରଭଞ୍ଜ ଜିଲ୍ଲାର ମୋରଡା ଓ ରାସଗୋବିନ୍ଦପୁର ତହସିଲ ଅନ୍ତର୍ଗତ ବିଭିନ୍ନ ସ୍ଥାନରୁ ଲଘୁଖଣିଜ ଦ୍ରବ୍ୟର ଚୋରା ଚାଲାଣ ରୋକିବାରେ ବିଫଳ ହୋଇଛି ସ୍ଥାନୀୟ ପ୍ରଶାସନ । ତେବେ କିଛି ମାସ ପୂର୍ବରୁ ନିଲାମ ବାଲି ଘାଟ ର ଅବଧି ସରିବା ପରେ ମଧ୍ୟ ବାଲି ଚୋରି ବଢିଯାଇଛି । ଯେତେବେଳେ

ବରମୁଣ୍ଡା ବସ ଷ୍ଟାଣ୍ଡରେ ଯୁବତୀଙ୍କୁ ଉଲଗ୍ନ କଲେ ମଦ୍ୟପ

ବରମୁଣ୍ଡା ବସଷ୍ଟାଣ୍ଡରେ ବସକୁ ଅପେକ୍ଷା କରିଥିବା ଜଣେ ଯୁବତୀଙ୍କୁ ଅଶ୍ଳିଳ ଇଙ୍ଗିତ କରାଯାଇଛି । ଗଞ୍ଜାମ ଜିଲ୍ଲା ପୋଲସରା ଅଞ୍ଚଳର ଜଣେ ଯୁବତୀ ଗତ କାଲି ରାତିରେ ବରମୁଣ୍ଡା ବସଷ୍ଟାଣ୍ଡରେ ବସକୁ ଅପେକ୍ଷା କରିଥିଲେ । ଗାଡ଼ି ଆସିବା ବିଳମ୍ବ ହେବାରୁ ସେ ସେଠାରେ ଅପେକ୍ଷା କରି ଛିଡ଼ା

ଦିଲ୍ଲୀରେ ୬ ଦିନିଆ ଲକଡାଉନ ଲାଗୁ

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀରେ ୨ ଦିନ ମଧ୍ୟରେ ୫୦ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ କେଜ୍ରିୱାଲ ସରକାର ଚିନ୍ତିତ ହୋଇପଡ଼ିଛନ୍ତି। ଏଠାରେ ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବାବେଳେ ହସ୍ପିଟାଲରେ ଶଯ୍ୟାର ଘୋର ଅଭାବ ପରିଲକ୍ଷିତ ହୋଇଛି। ଏପରି ସ୍ଥଳେ କରୋନାର

ରାଜ୍ୟରେ ରେକର୍ଡ ଭାଙ୍ଗିଲା କରୋନା

  ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪,୪୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୋମବାର ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ରାଜ୍ୟରେ କରୋନା ପଜିଟିଭ୍ ଚିହ୍ନଟ ହେବା ଦିନ ଠାରୁ ଗୋଟିଏ ଦିନରେ ଏତେ ସଂଖ୍ୟକ ଆକ୍ରାନ୍ତ କେବେ ଚିହ୍ନଟ ହୋଇ ନଥିଲେ। ଶେଷଥର ପାଇଁ ଗତ

୨ ଛାତ୍ରଙ୍କୁ ହତ୍ୟା କଲେ ମାଓବାଦୀ

ସୁକମା: ସବୁ ସୀମା ଟପିଗଲେ ମାଓବାଦୀ। ଶେଷରେ ଛାତ୍ରଙ୍କୁ ବି ଛାଡ଼ିଲେନି। ପୁଲିସ ଇନଫର୍ମର ସନ୍ଦେହରେ ୨ ଛାତ୍ରଙ୍କୁ ହତ୍ୟା କଲେ। ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ଛତିଶଗଡ଼ର ସୁକମା ଜିଲା ଅନ୍ତର୍ଗତ ମିଲପାଲି ଜଙ୍ଗଲରେ। ଦାନ୍ତେୱାଡ଼ା-ବିଜାପୁର-ସୁକମା ସୀମାନ୍ତ ଅଞ୍ଚଳରେ ଏହି ଘଟଣା