ପିପିଲି ଉପନିର୍ବାଚନ: ଶୋଭାଯାତ୍ରା ଓ ନିର୍ବାଚନୀ ସଭା କରିବନି ବିଜେଡ଼ି
ଭୁବନେଶ୍ଵର: ପିପିଲି ଉପନିର୍ବାଚନରେ ଆଉ ରାଲି କରିବନି ବିଜୁ ଜନତା ଦଳ(ବିଜେଡ଼ି)। ସାଧାରଣ ସଭା ଓ ଶୋଭାଯାତ୍ରା ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ବଢ଼ି ଚାଲିଥିବା କରୋନା ସଂକ୍ରମଣ ଦୃଷ୍ଟିରୁ ରାଲି ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି। ନିର୍ବାଚନୀ ସଭା ଓ!-->…