ରାହୁଲଙ୍କ ସମସ୍ତ ନିର୍ବାଚନ ସଭା ବାତିଲ

ନୂଆଦିଲ୍ଲୀ,: କରୋନାଭାଇରସ୍ ସଂକ୍ରମର ମାମଲା ବଢି ଚାଲିଥିବା ବେଳେ ବିଶାଳ ନିର୍ବାଚନ ପ୍ରଚାର ରାଲି କରୁଥିବା ପ୍ରଦାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତୀବ୍ର ସମାଲୋଚନା କରିବାର କିଛି ଘଂଟା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପଶ୍ଚିମବଙ୍ଗ ପାଇଁ ନିର୍ଦ୍ଧାରିତ ତାଙ୍କର ସମସ୍ତ ସାଧାରଣ ସଭା

ପିଇଓଙ୍କୁ ହତ୍ୟା କଲେ ନକ୍ସଲ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡରେ ନକ୍ସଳ ହିଂସା ଥମିବାର ନା ନେଉ ନାହିଁ । ଛତିାଗଡର କୌଣସି ନା କୌଣସି ଜିଲ୍ଲାରେ ନକ୍ସଲ ହିଂସା ଘଟାଇବାରେ ସଫଳ ହେଉଛନ୍ତି । ଗତକାଲି ରାତିରେ ନାରାୟଣପୁର ଜିଲ୍ଲାର ଆବୁଝମାଡ ଅରଛା ବ୍ଲକର ପୋଚାବାଡ ପଞ୍ଚାୟତର ପିଇଓ ହରକ

କୋଭିଡ୍ ହସ୍ପିଟାଲ୍‌ରେ ନିଆଁ : ୫ ଜୀବନ୍ତ ଦଗ୍ଧ

ରାୟପୁର: ଛତିଶଗଡର ରାୟପୁରରେ ଥିବା ଏକ ଘରୋଇ କୋଭିଡ୍ ହସ୍ପିଟାଲ୍‌ରେ ନିଆଁ ଲାଗିଯିବା ଫଳରେ ୫ଜଣ କରୋନା ରୋଗୀଙ୍କର ମୃତ୍ୟ ହୋଇଛି । ରାୟପୁର ଜିଲ୍ଲାର ବରିଷ୍ଠ ପୋଲିସ୍ ଅଧିକାରୀ ଅଜୟ ଯାଦବଙ୍କ କହିବା ମୁତାବକ ରାୟପୁର ସହରର ପାଚପେଡି ନାକା ଅଞ୍ଚଳରେ ଥିବା ରାଜଧାନୀ ହସ୍ପିଟାଲରେ ଶନିବାର

ଝାଡଖଣ୍ଡ ରାଜ୍ୟପାଳଙ୍କୁ କରୋନା

ରାଞ୍ଚି: ଶନିବାର ଦିନ ଝାଡଖଣ୍ଡର ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ କରୋନା ପଜିଟିଭ୍ ହୋଇଥିବା କଥା ରାଜଭବନରେ ଜଣେ ଡାକ୍ତର କହିଛନ୍ତି । ସେ କହିଛନ୍ତି ଆର୍‌ଟି-ପିସିଆର୍ ପରୀକ୍ଷା ବେଳେ ନମୁନା ପଜିଟିଭ୍ ଆସିବା ପରେ ରାଜ୍ୟପାହଳ କୋଭିଡ-୧୯ ସଂକ୍ରମିତ ହୋଇଥିବା ଜଣାପଡିଥିଲା । ତାଙ୍କୁ

୨ଲକ୍ଷ କୋଭିସିଲ୍ଡ ଟିକା ପହଞ୍ଚିଲା

ନୂଆଦିଲ୍ଲୀ: ଦେଶରେ ଯେତେବେଳେ କୋଭିଡ୍ ଟିକାର ଘୋର ଅଭାବ ସେତେବେଳେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ‘ଟିକା ମହୋତ୍ସବ’ ପାଳନ କରିବାକୁ ପରାମର୍ଶ ଦେଲେ । ହେଲେ ୪ଦିନ ଧରି ଦେଶର ବିଭିନ୍ନ ରାଜ୍ୟରେ ଟିକା ମହୋତ୍ସବ’ ପାଳନ କରିବା ପରେ ଏବେ ସବୁ ରାଜ୍ୟକୁ ଘାରିଛି ନିଅଂଟିଆ ଟିକାର ସମସ୍ୟା ।

ବାଲେଶ୍ୱରରେ କାଳବୈଶାଖୀ ବର୍ଷା

ଭୁବନେଶ୍ୱର: ବେଶ୍ କିଛି ଦିନର ବ୍ୟବଧାନରେ ରାଜ୍ୟକୁ ପୁଣି ଫେରୁଛି ତାତି । ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ଉତାପ ବଢିବ । ଭୁବନେଶ୍ୱର, ଅନୁଗୁଳ, ଢେଙ୍କାନାଳ, ସହିତ ପଶ୍ଚିମ ଓଡିଶା ଓ ଆଭ୍ୟନ୍ତରୀଣ ଦକ୍ଷିଣ ଓଡିଶା ସବୁଠାରୁ ଅଧିକ ଉତପ୍ତ ହେବ ବୋଲି ପାଣିପାଗ ବିଜ୍ଞାନୀମାନେ ମତ

ବେଦାନ୍ତର ଝାରସୁଗୁଡ଼ାରେ ଭର୍ଚୁଆଲ୍ ୫୦ତମ ଜାତୀୟ ସୁରକ୍ଷା ସମାରୋହ

ଝାରସୁଗୁଡା : ଆଲୁମିନିୟମ ତଥା ମୂଲ୍ୟଯୁକ୍ତ ଉତ୍ପାଦର ଭାରତର ବୃହତ୍ତମ ଉତ୍ପାଦକ ବେଦାନ୍ତ ଲିଃ, ଝାରସୁଗୁଡା, କାରଖାନା ଏବଂ ବଏଲର ନିର୍ଦ୍ଦେଶକ, ଓଡିଶା ସରକାର, ସ୍ୱରୂପ ଜେନାଙ୍କ ଉପସ୍ଥିତିରେ ୫୦ତମ ଜାତୀୟ ସୁରକ୍ଷା ମହୋତ୍ସବକୁ ଆୟୋଜନ କରିବା ପାଇଁ ଏକ ଭର୍ଚୁଆଲ୍ ସମାରୋହ କରିଥିଲେ । ଏହି

ଲାଗୁ ହେଲା ନାଇଟ୍ କର୍ଫ୍ୟୁ

ପାରଳାଖେମୁଣ୍ଡି, : ପୁଣି ନିଃଶବ୍ଦ ସହରରେ ଶୁଭିଲା ପୋଲିସ୍ ସାଇରନ । ବନ୍ଦ ହେଲା ଦୋକାନ ବଜାର, ଶୁନଶାନ୍ ହେଲା ରାସ୍ତା ଘାଟ । ଚଳଚଞ୍ଚଳ ସହରର କୋଳାହଳ ନୀରବ ହୋଇଗଲା । ବାହାରକୁ ବାହାରିବା ହେଲା ମନା । ସମସ୍ତ ଛକ ସ୍ଥାନରେ ଜଗି ରହିଲେ ସୁରକ୍ଷା କର୍ମୀ । କରୋନା ମହାମାରୀର ଦ୍ୱିତୀୟ

ଘର ତାଲା ଭାଙ୍ଗି ଚୋରି

ବାଲିକୁଦା: ଘରେ କେହି ନଥିବା ବେଳେ ଘରର ତାଲା ଭାଙ୍ଗି ଚୋର ମାନେ ଘରେ୪ ପସି ଘରର ସମସ୍ତ ଜିନିଷ ପତ୍ର ସମେତ ଘରେ ଥିବା ରୂପା ଅଳଙ୍କାର ଓ ପିତଳ ବାସନ ସବୁ ଚୋରୀ ହୋଇଛି । ଏଭଳି ଘଟଣା ବାଲିକୁଦା ଥାନା ଅନ୍ତର୍ଗତ ଆମ୍ବଶାଳ ପଞ୍ଚାୟତ ମଣ୍ଡକେଶ୍ୱର ଗାଁରେ ଘଟିଛି । ଉକ୍ତ ଗାଁର ବିଭୁପ୍ରସାଦ

ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧାବାର୍ଷିକୀ ଅବସରରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ

ଝାରସୁଗୁଡ଼ା : ଓଡିଶାର ବରପୁତ୍ର, ମହାନ୍ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ଲଖନପୁର ବ୍ଲକ ଅନ୍ତର୍ଗତ ପଞ୍ଚଗାଁ ଗ୍ରାମ ପଞ୍ଚାୟତ ର ସପ୍ତର୍ଷୀ ମହିଳା ସମବାୟ ସମିତି କାର୍ଯ୍ୟାଳୟ ଠାରେ