କରୋନାର ଇଉଟର୍ଣ୍ଣ : ଶନିବାର-ରବିବାର ସଟଡାଉନ, ବେହାଲ ଜନତା
ବାଲିମେଳା: ମାଲକାନଗିର ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ବାଲିମେଳା ଏନଏସି ଶନିବାର ଓ ରବିବାର ସମ୍ପୂର୍ଣ୍ଣ ଭାବରେ ସଟଡାଉନ ସହ ରାତ୍ର କର୍ଫ୍ୟୁ ଘୋଷଣା କଲା ପ୍ରଶାସନ । କରୋନା ର ଇଉଟର୍ଣ୍ଣ ରେ ସାଧାରଣ ଜନତା ଯେତିକି ଭୟଭୀତ ପ୍ରଶାସନ ସେତିକି ତାର ତତ୍ପରତା ଦେଖାଉଛି । ଏଭଳି!-->…