କୁମ୍ଭ ମେଳା ସମାପ୍ତ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ

ନୂଆଦିଲ୍ଲୀ: ଦେଶରେ କରୋନା ଭୂତାଣୁର ୨ୟ ତରଙ୍ଗ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ପ୍ରତିଦିନ ଦୁଇ ଲକ୍ଷରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି। କରୋନା ସଂକ୍ରମଣ ପ୍ରକୋପ ବଢ଼ୁଥିବାବେଳେ ହସ୍ପିଟାଲଗୁଡ଼ିକରେ ଶଯ୍ୟା ଅଭାବ ପଡୁଛି। ଏଭଳି ସ୍ଥିତିରେ କୁମ୍ଭ ମେଳାକୁ ନେଇ ପ୍ରଧାନମନ୍ତ୍ରୀ

ଦେଶରେ ୨ଲକ୍ଷ ୩୪ ହଜାର ୬୯୨ ନୂଆ ପଜିଟିଭ ଚିହ୍ନଟ

ଦେଶରେ କରୋନାର ୨ୟ ତରଙ୍ଗ ହୁ ହୁ ହୋଇ ବୃଦ୍ଧି ପାଇବା ସହ ନିଜର କାୟା ବିସ୍ତାର କରି ଚାଲିଛି। ଗତ ୨୪ ଘଣ୍ଟାରେ ୨ଲକ୍ଷ ୩୪ ହଜାର ୬୯୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ପଜିଟିଭ ସଂଖ୍ୟା ୧ କୋଟି ୪୫ ଲକ୍ଷ ୨୬ ହଜାର ୬୦୯କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ୧

୧୨୦ଘଂଟାର ଅପରେସନ୍ ଚମତ୍କାର ଥିଲା : ସିପି

କଟକ: ତେଲେଙ୍ଗାନାରୁ ଧରା ପଡିଥିବା ଗ୍ୟାଙ୍ଗଷ୍ଟାର ହାଇଦରକୁ କମିଶନ୍‌ରେଟ ପୋଲିସ୍ ୩ଦିନିଆ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣି ଆଜି କଟକ ଡିସିପି କାର୍ଯ୍ୟାଳୟରେ କଡା ସୂରକ୍ଷା ବ୍ୟବସ୍ଥା ମଧ୍ୟରେ ରଖିଥିବା ବେଳେ ତାକୁ ମାରାଥନ୍ ଜେରା ଜାରୀ ରଖିଛି । ସେହିପରି ଆଜି ତାକୁ କୋର୍ଟ ଚାଲାଣ କରିବା

ମାଟି ଅତଡା ଧସି ୩ ମହିଳା ମୃତ

କୋରାପୁଟ: ଘର ଲିପିବା ପାଇଁ ମାଟି ଆଣିବାକୁ ଯାଇଥିବା ବେଳେ ଚୂନ ମାଟି ଧସି ୩ ମହିଳାଙ୍କର ମୃତ୍ୟୁ ଘଟିବା ସଙ୍ଗେ ସଙ୍ଗେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତାହତ ମହିଳାମାନେ ପଟାଙ୍ଗରୀ ଥାନା ଅର୍ନ୍ତଗତ ମିଳିୱାରୀଗୁଡା ଗ୍ରାମର । ପୋଡାଗୁଡାକୁ ଚୂନମାଟି ଆଣିବାକୁ ଯାଇଥିବା ବେଳେ ଏହି

ମୋଟ ନମୁନାରୁ ଅର୍ଦ୍ଧାଧିକ ବ୍ରିଟେନ୍ ଷ୍ଟ୍ରେନ୍ !

ଚଣ୍ଡିଗଡ: କୋଭିଡ୍‌ର ଦ୍ୱିତୀୟ ଲହର ଏବେ ସାରା ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି । କେଉଁ କାରଣ ପାଇଁ କୋଭିଡ୍ ପୂର୍ବ ବର୍ଷ ତୁଳନାରେ ଅଧିକ ବ୍ୟାପୁଛି ସେ ନେଇ ସରକାରୀ ଭାବରେ କୌଣସି ଉତର ମିଳି ପାରିନାହିଁ । ହେଲେ ୟୁକେ ଭେରିଆଂଟ ବା ପ୍ରକରଣ ପାଇଁ କୋଭିଡ୍ ଅଧିକ ବ୍ୟାପୁଛି ବୋଲି

୧୯ରୁ କଲେଜ, ବିଶ୍ୱବିଦ୍ୟାଳୟ ବନ୍ଦ

ଭୁବନେଶ୍ୱର: କରୋନା ସଂକ୍ରମଣଙ୍କୁ ଦୃଷ୍ଟିରେ ରଖି ଆସନ୍ତା ୧୯ ତାରିଖ ସୋମବାରଠାରୁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର ପରୀକ୍ଷା ଓ ଅଫ୍‌ଲାଇନ୍ ପାଠ ପଢା ବନ୍ଦ ଲାଗି ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ସେହିପରି ୧୯ ତାରିଖ ସୁଦ୍ଧା ସମସ୍ତ ଛାତ୍ରାବାସ ବନ୍ଦ ସହ ଖାଲିକରିବାକୁ ମଧ୍ୟ

ଏବର୍ଷ ମୌସୁମୀ ବର୍ଷା ସ୍ୱାଭାବିକ

ନୂଆଦିଲ୍ଲୀ: ଦେଶରେ ଚଳିତ ବର୍ଷ ସ୍ୱାଭାବିକ ମୌସୁମୀ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର (ଆଇଏମ୍‌ଡି) ପୂର୍ବାନୁମାନ କରିଛିି । ଦେଶରେ ୯୮% ବର୍ଷା ହେବ ବୋଲି ଆଇଏମ୍‌ଡି ଆକଳନ କରିଛି । ଚଳିତ ବର୍ଷ ଜୁନ୍ ମାସରୁ ସେପ୍ଟେମ୍ବର ମାସ ମଧ୍ୟରେ ସ୍ୱାଭାବିକ ବୃଷ୍ଟିପାତ

ଅମାନିଆଙ୍କ ଠାରୁ ୨୬,୧୫, ୭୦୦ଟଙ୍କା ଜୋରିମାନା ଆଦାୟ

କଟକ: ଓଡ଼ିଶା ପୋଲିସ୍ ତରଫରୁ କୋଭିଡ୍ ନିୟମ ଉଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଅପ୍ରେଲ୍ ୭ ରୁ ୧୬ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଓଡ଼ିଶା ପୋଲିସ୍‌ର ସ୍ୱତନ୍ତ୍ର ଡ୍ରାଇଭ୍‌ର ଅଷ୍ଟମ ଦିନରେ ସମୁଦାୟ ୮ ହଜାର ୩୧୪ ଜଣ ବ୍ୟକ୍ତିଙ୍କଠାରୁ ୨୬ ଲକ୍ଷ ୧୫ ହଜାର

ଆନ୍ତଃରାଜ୍ୟ ବସ୍ ବନ୍ଦ : ଚିନ୍ତାରେ ମାଲିକ

ଭୁବନେଶ୍ୱର: କରୋନା ସଂକ୍ରମଣର ଚେନ୍ ଭାଙ୍ଗିବାକୁ ରାଜ୍ୟ ସରକାର କୋଭିଡ କଟକଣାକୁ ଆହୁରି କଡାକଡି କରିଛନ୍ତି । ଆସନ୍ତା ୧୯ରୁ ଆନ୍ତଃରାଜ୍ୟ ବସ୍ ଚଳାଚଳ ଉପରେ କଟକଣା ଲଗାଇବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ତେବେ ରାଜ୍ୟ ଭିତରେ ପୂର୍ବଭଳି ବସ୍ ଚଳାଚଳ ଚାଲୁ ରହିବ । ରାଜ୍ୟରେ

ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର : ଆସନ୍ତା ୨୪ ଘଂଟା ମଧ୍ୟରେ ରାଜ୍ୟର ଆଭ୍ୟନ୍ତର, ପଶ୍ଚିମ, ଦକ୍ଷିଣ ଓ ଉତର ଉପକୂଳର ୧୯ଟି ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ଓ ଘୂର୍ଣ୍ଣିଝଡ଼ର ସମ୍ଭାବନା ରହିଛି । ଗୁରୁବାର ଅପରାହ୍ନ ୧ଟା ୩୦ରୁ ଶୁକ୍ରବାର ସକାଳ ୮ଟା ୩୦ ମଧ୍ୟରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡା,