ଦେଶରେ ୧୧.୪୪ କୋଟି ଟପିଲା ଟିକାକରଣ
ନୂଆଦିଲ୍ଲୀ : ଭାରତର ମୋଟ ସକ୍ରିୟ କରୋନା ମାମଲାର ୬୭.୧୬% ଅଛି ପାଞ୍ଚ ରାଜ୍ୟରେ ଦେଶରେ କୋଭିଡ-୧୯ ଟିକାକରଣ ଆଜି ୧୧.୪୪ କୋଟିକୁ ଅତିକ୍ରମ କରିଯାଇଛି । ୨୦୨୧ ଏପ୍ରିଲ ୧୧ରୁ ୧୪ ତାରିଖ ଚାରି ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ଟିକା ଉତ୍ସବରେ ଦେଶବ୍ୟାପୀ ଉଭୟ ସରକାରୀ ଓ ଘରୋଇ କ୍ଷେତ୍ରରେ!-->…