ଛଉନୃତ୍ୟ ଦଳକୁ ପ୍ରେତ୍ସାହନ
ବାରିପଦା: ନିଡାମ୍ବର ଭାବେ ତିନି ଦିନର ବିଶ୍ୱ ପ୍ରସିଦ୍ଧ ଛଉ ତଥା ଚୈତ୍ର ପର୍ବର ଚଳିତ ବର୍ଷ କରୋନା କଟକଣା ପାଇଁ ତିନି ଘଂଟା ମଧ୍ୟରେ ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇଛି । ତେବେ ବୁଧବାର ମୟୂରଭଞ୍ଜ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ମିତ ପି ପରମାର ବାରିପଦାର ଉ ର ସାହି ଓ ଦକ୍ଷିଣ ସାହି ଛଉ!-->…