ବେଦାନ୍ତର ଝାରସୁଗୁଡ଼ାରେ ଭର୍ଚୁଆଲ୍ ୫୦ତମ ଜାତୀୟ ସୁରକ୍ଷା ସମାରୋହ
ଝାରସୁଗୁଡା : ଆଲୁମିନିୟମ ତଥା ମୂଲ୍ୟଯୁକ୍ତ ଉତ୍ପାଦର ଭାରତର ବୃହତ୍ତମ ଉତ୍ପାଦକ ବେଦାନ୍ତ ଲିଃ, ଝାରସୁଗୁଡା, କାରଖାନା ଏବଂ ବଏଲର ନିର୍ଦ୍ଦେଶକ, ଓଡିଶା ସରକାର, ସ୍ୱରୂପ ଜେନାଙ୍କ ଉପସ୍ଥିତିରେ ୫୦ତମ ଜାତୀୟ ସୁରକ୍ଷା ମହୋତ୍ସବକୁ ଆୟୋଜନ କରିବା ପାଇଁ ଏକ ଭର୍ଚୁଆଲ୍ ସମାରୋହ କରିଥିଲେ । ଏହି!-->…