ସ୍ୱେରେଜ ଚାମ୍ବରରେ ଫସି ୨ ମୃତ ଜଣେ ଗୁରୁତର
କଟକ: ଗୁରୁବାର କଟକ ସ୍ଥିତ ସିଡିଏ ସେକ୍ଟର ୧୦ରେ ସ୍ୱେରେଜ୍ ଲାଇନ୍ କାମ ଚାଲିଥିବା ବେଳେ ଏକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ସ୍ୱେରେଜ୍ ଚାମ୍ବରରେ ଫସିଯିବାରୁ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ଜଣଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ମେଡ଼ିକାଲ୍ରେ!-->!-->!-->…