ଆଇପିଏଲ-୨୦୨୧ : ମୁମ୍ବଇ-କେକେଆର୍ ମୁକାବିଲା ଆଜି
ଚେନ୍ନଇ : ଚଳିତ ଆଇପିଏଲ୍ରେ କଲକାତା ନାଇଟ୍ ରାଇଡର୍ସ (କେକେଆର୍) ଓ ମୁମ୍ବଇ ଇଣ୍ଡିଆନ୍ସ ମଧ୍ୟରେ ମଙ୍ଗଳବାର ୨ୟ ମୁକାବିଲା ହେବାକୁ ଯାଉଛି। ଉଦ୍ଘାଟନୀ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି)ଠାରୁ ଗତ ୨ ଥର ଚମ୍ପିଆନ୍ ହୋଇଥିବା ମୁମ୍ବଇ ଇଣ୍ଡିଆନ୍ସ ପରାସ୍ତ!-->…