ରାଜ୍ୟରେ ୧୭୪୨ ଆକ୍ରାନ୍ତ : ୨ ମୃତ
ଭୁବନେଶ୍ୱର: ରାଜ୍ୟରେ ୧୭୪୨ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରୁ କ୍ୱାରାଂଟାଇନ୍ରୁ ୧୦୧୫ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୭୨୬ ଜଣ ରହିଥିବା ଜଣାଯାଇଛି । ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ଦୁଇଜଣଙ୍କର କରୋନାରେ ମୃତ୍ୟୁ ଘଟିଛି । ସରକାରୀ ସୂତ୍ରରୁ ପ୍ରାପ୍ତ!-->…