ଜମି ବିବାଦରୁ ଗୋଷ୍ଠୀ ସଂଘର୍ଷ

କଟକ: ଜମି ବିବାଦରୁ ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଦୁଇ ପକ୍ଷ ମଧ୍ୟରେ ଗୁଳିମାଡ଼ ଯୋଗୁ ୨ ଗ୍ରାମବାସୀଙ୍କ ମୃତ୍ୟୁ ହୋଇଛି। କଟକ ଜିଲା ବଡ଼ମ୍ବା ଅଞ୍ଚଳରେ ଏହି ଘଟଣା ଘଟିଛି। ଏଥିରେ ଅନ୍ୟ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ

ଆଖିରେ ଲଙ୍କାଗୁଣ୍ଡ ଫିଙ୍ଗି ଜେଲରୁ ଖସି ପଳାଇଲେ ୧୬ କଏଦୀ

ଯୋଧପୁର: ଜେଲ ଭିତରକୁ ଅସ୍ତ୍ରଶସ୍ତ୍ର ନେବା କଷ୍ଟକର। ଖାଲି ହାତରେ ବି ଜେଲ ସୁରକ୍ଷା କର୍ମଚାରୀଙ୍କର ମୁକାବିଲା କରିବା ସମ୍ଭବ ନୁହେଁ। ଶେଷରେ ଚଳଚ୍ଚିତ୍ର କାହାଣୀ ଢାଞ୍ଚାରେ ଜେଲ ସୁରକ୍ଷା କର୍ମଚାରୀଙ୍କ ମୁହଁକୁ ଲଙ୍କାଗୁଣ୍ଡ ଫିିଙ୍ଗି ଜେଲରୁ ଫେରାର ହୋଇଯାଇଛନ୍ତି ୧୬ କଏଦୀ। ଏହି ଘଟଣା

୨୪ରେ ଶପଥଗ୍ରହଣ କରିବେ ଜଷ୍ଟିସ ରମନ୍ନା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏନ. ଭି. ରମନ୍ନା ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି (ସିଜେଆଇ) ହେବେ। ଏ ନେଇ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ କଲେଜିୟମଙ୍କ ପକ୍ଷରୁ କରାଯାଇଥିବା ସୁପାରିସକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୋହର ମାରିଛନ୍ତି। ବର୍ତ୍ତମାନର ପ୍ରଧାନ

ଅଳିଆ ଗାଡିରେ ବୁହାଗଲା ଭେଣ୍ଟିଲେଟର

ସୁରଟ: କୋଭିଡ-୧୯ର ଦ୍ୱିତୀୟ ତରଙ୍ଗକୁ ନେଇ ସାରା ଦେଶବ୍ୟାପୀ ଭୀତତ୍ରସ୍ତ ଅବସ୍ଥାରେ ରହିଥିବାବେଳେ ଗୁରୁତର ଅସୁସ୍ଥ ଲୋକଙ୍କ ଜୀବନ ରକ୍ଷାପାଇଁ ଉଦ୍ଦିଷ୍ଟ ଭେଣ୍ଟିଲେଟର ଶେଷକୁ ଅଳିଆ ବୁହା ଗାଡିରେ ବୁହାହେଲା। ଏହାଦ୍ୱାରା କୋଭିଡ ସଂକ୍ରମଣକୁ ରୋକାଯାଇ ଲୋକଙ୍କ ଜୀବନ ରକ୍ଷା କରାଯିବ, ନା ଏହା

ଟିଏମସି ନେତାଙ୍କ ଘରୁ ମିଳିଲା ଇଭିଏମ

କଲକାତା: ପଶ୍ଚିମବଙ୍ଗରେ ଆଜି ୩୧ ବିଧାନସଭା ଆସନ ପାଇଁ ଭୋଟଗ୍ରହଣ ଚାଲିଛି। ତେବେ ଏହା ପୂର୍ବରୁ ହାଓଡ଼ାର ଉଲବେରିଆରେ ଟିଏମସି ନେତା ଗୌତମ ଘୋଷଙ୍କ ଘରୁ ଇଭିଏମ ଏବଂ ଭିଭିପ୍ୟାଟ୍‌ ମିଳିବା ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି। ଏହି ଘଟଣାକୁ ନେଇ ଉଭୟ ବିଜେପି ଏବଂ ଟିଏମସି ମଧ୍ୟରେ

ଦେଶରେ ଦିନକରେ ୯୬,୯୮୨ ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ଜଟିଳ ରୂପ ଧାରଣ କରିବାରେ ଲାଗିଛି। ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଗତ ୨୪ ଘଣ୍ଟାରେ ୯୬ ହଜାର ୯୮୨ ନୂଆ ଆକ୍ରାନ୍ତ ଠାବ ହୋଇଛନ୍ତି। ସେହିପରି ୪୪୬ ସଂକ୍ରମିତ ପ୍ରାଣ ହରାଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା

ବିବାହ ଭୋଜିରୁ ୮୭ ଆକ୍ରାନ୍ତ

ହାଇଦରାବାଦ: ତେଲେଙ୍ଗାନାରେ ଆୟୋଜିତ ଏକ ବିବାହ ଭୋଜି କୋଭିଡ-୧୯ ସଂକ୍ରମଣ ବ୍ୟାପିବାର ଏକ ବଡ କାରଣ ପାଲଟିଛି। ଏହି ବିବାହ ଭୋଜିରେ ଯୋଗଦେଇଥିବା ୮୭ ଜଣ ଅତିଥି କୋଭିଡ-୧୯ ପଜିଟିଭ ହୋଇଥିବା ଜଣାପଡିଛି। ସେମାନଙ୍କୁ ତୁରନ୍ତ ଗୃହାବଦ୍ଧରେ ରଖାଯାଇଛି। ଏହି ଘଟଣା ଘଟିଛି ରାଜ୍ୟର ନିଜାମାବାଦ

ମା’ ତାରିଣୀ ପୀଠରେ ବନ୍ଦ ରହିବ ଚଇତି ପର୍ବରେ ଭକ୍ତଙ୍କ ଦର୍ଶନ

କେନ୍ଦୁଝର: ରାଜ୍ୟରେ ବଢ଼ୁଥିବା କରୋନା ଗ୍ରାଫକୁ ଦେଖି ମାଆ ତାରିଣୀଙ୍କ ପୀଠରେ ଜାରି ହେଲା କଟକଣା । ମାଆଙ୍କ ଚଇତିପର୍ବ ପାଇଁ ଗାଇଡ୍ଲାଇନ୍ ଜାରି କରିଛି ପ୍ରଶାସନ । ନୂଆ ଗାଇଡ୍ଲାଇନ୍ ଅନୁସାରେ ପଣାସଂକ୍ରାନ୍ତି ଅବସରରେ ଦୁଇଦିନ ଭକ୍ତଙ୍କ ପାଇଁ ମାଆଙ୍କ ଦର୍ଶନ ବନ୍ଦ ରହିବ । ମାଆଙ୍କ ଦୈନିକ

ମୁହଁରେ ମାସ୍କ ନଥିବାରୁ ୨ ଦୋକାନ ସିଲ୍

ଝାରସୁଗୁଡା: ସୁନ୍ଦରଗଡ଼ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅନ୍ୟ ଜିଲ୍ଲାଠାରୁ ଅଧିକ ରହୁଥିବା ବେଳେ ନିୟମକୁ ଆହୁରି କଡାକଡି କରିଛି ଜିଲ୍ଲା ପ୍ରଶାସନ । କୋଭିଡ ସଂକ୍ରମଣକୁ ପ୍ରତିହତ କରିବାକୁ ଝାରସୁଗୁଡ଼ାରେ ଚେକିଂକୁ କଡାକଡି କରାଯାଇଛି । ସାମାଜିକ ଦୂରତା ନ ରଖିବା ଏବଂ ଦୋକାନୀ ଓ

ଏଣିକି ଗଞ୍ଜାମରେ ବାହାଘର ଭୋଜି ବଦଳରେ ଖାଦ୍ୟ ପୁଡିଆ

ବ୍ରହ୍ମପୁର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳ ବାହାଘର ଭୋଜି ଉପରେ କଟକଣା ଜାରୀ କରିଛନ୍ତି । ଏଣିକି ଭୋଜି ବଦଳରେ ଖାଦ୍ୟ ପୁଡିଆ ଦେବା ଲାଗି ଜିଲ୍ଲାପାଳ ନିଦେ୍ର୍ଧଶ ନାମା ଜାରୀ କରିଛନ୍ତି । ଜିଲ୍ଲାପାଳଙ୍କ ନିଦେ୍ର୍ଧଶ ଅନୁସାରେ ବିବାହ ଉସôବରେ ଯୋଗ ଦେବାକୁ