ରାଜ୍ୟରେ ୬୦୦ ନିକଟତର ହେଲା ଦୈନିକ ସଂକ୍ରମଣ

ଭୁବନେଶ୍ଵର: ରାଜ୍ୟରେ କରୋନା ସଂକ୍ରମଣ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଦୈନିକ ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବାବେଳେ ସୋମବାର ସୁଦ୍ଧା ୬୦୦ ନିକଟତର ହୋଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୭୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ

ସଂସ୍କୃତି ନା ଅପସଂସ୍କୃତି

ସାଂସ୍କୃତି କହିଲେ ସାଧାରଣତଃ ଗୋଟିଏ ଦେଶ ବା ରାଜ୍ୟ ଅଥବା ଏକ ଜିଲ୍ଲାର ସାଂସ୍କୃତିକ ପ୍ରତିବଦ୍ଧତାକୁ ବୁଝାଇଥାଏ । ଯେଉଁ ଦେଶର ସଂସ୍କୃତି ଅତି ମହାନ ବୋଲି ଦାବି କରାଯାଇଥାଏ, ସେ ଦେଶର ସାଂସ୍କୃତିକ ମାହୋଲ୍ ସେତିକି ମୂଲ୍ୟବାନ ହୋଇଥାଏ । ନିକଟରେ ଆମ ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ

ଟିଟିପିଏସ୍ ବନ୍ଦ ଯୋଗୁଁ ୫ହଜାର କର୍ମଚାରୀ ପ୍ରଭାବିତ

ତାଳଚେର: ଏନ୍.ଟି.ପି.ସି ତାଳଚେର ଥର୍ମାଲ କାରଖାନାର ବେଆଇନ ତାଲା ବନ୍ଦ ଓ ବେଆଇନ ଶ୍ରମିକ ଛଟେଇ ବିରୁଦ୍ଧରେ ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ତରଫରୁ ଏ ବେଆଇନ ବନ୍ଦ ବିରୋଧରେ କରିଥିବା ଅଭିଯୋଗ ଉପରେ କେନ୍ଦ୍ର ସରକାର ଶ୍ରମ ବିଭାଗର ଉପଶ୍ରମ ସଂସ୍ଥାପିକାଙ୍କ କାର୍ଯ୍ୟାଳୟରେ କନସିଲିଏସନ

ଚଳିତ ବର୍ଷ ୧୦୦୦ କିମି ରାସ୍ତା ଓ ୩୦ଟି ସେତୁ ନିର୍ମାଣ ହେବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଚଳିତ ବର୍ଷ ରାଜ୍ୟ ରେ ୧୦୦୦ କିମି ରାସ୍ତା ଓ ତିରିଶ ଟି ସେତୁ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ସେ କହିଛନ୍ତି ଯେ ଖୁସିର କଥା, ଆଜି ଆସ୍କାରେ ଏକ ଗୁରୁତ୍ୱପୂର୍ଣ୍ଣ ସେତୁର ଉଦଘାଟନ କରାଗଲା । ବ୍ରିଟିଶ ସମୟର ଦୁଇଟି ପୁରୁଣା ସେତୁକୁ

ଝାରସୁଗୁଡାରେ ୧୨ଟି ସ୍ଥାନ କଂଟେନ୍ମେଂଟ

ଝାରସୁଗୁଡା: କରୋନା ସଂକ୍ରମଣ ବଢିବା ପରେ ଝାରସୁଗୁଡା ଓ କଳାହାଣ୍ଡି ଜିଲ୍ଲାକୁ ଫେରିଛି କମେଂଟମେଂଟ ଜୋନ୍ । ଝାରସୁଗୁଡା ଜିଲ୍ଲାରେ ୧୨ଟି ସ୍ଥାନକୁ ମାଇକ୍ରୋ କଂଟେନ୍ମେଂଟ ଜୋନ୍ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଝାରସୁଗୁଡା ପୌର ପରିଷଦର ୮ଟି, କିରିମିରା ବ୍ଲକର ୩ଟି ଓ ଲଖନଫୁରର ଗୋଟିଏ

ବି୍ରଟେନ୍ରେ କରୋନା ଟିକା ନେଇ ୭ ମୃତ

ଲଣ୍ଡନ: ବ୍ରିଟେନ୍ରେ ଟିକା ନେଇ ୭ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କେବଳ ସେତିକି ନୁହେଁ ଅନେକ ଲୋକଙ୍କ ଦେହରେ ରକ୍ତ ଜମାଟ ବାନ୍ଧିବା ଭଳି ସମସ୍ୟା ମଧ୍ୟ ଦେଖାଦେଇଛି । ବ୍ରିଟେନ୍ରେ ଅକ୍ସଫୋର୍ଡ ୟୁନିଭରସିଟି ଏବଂ ଆଷ୍ଟ୍ରାଜେନେକା କମ୍ପାନି ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ ଟିକା

ଦିନରେ ଲାଗୁ ହୋଇପାରେ କର୍ଫ୍ୟୁ !

ଭୁବନେଶ୍ୱର: ସାରା ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିଲା ବେଳେ ଆସନ୍ତା ୪-୫ଦିନ ମଧ୍ୟରେ ରାଜ୍ୟରେ ଦିନ ବେଳା କର୍ଫ୍ୟୁ ବାଚସ୍ପତି ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି । କରୋନା ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ବାଚସ୍ପତି ଶ୍ରୀ ପାତ୍ର କହିଛନ୍ତି

ଅମିତ କଲେଜ ଛାତ୍ର ଯଜ୍ଞଜ୍ୟୋତି ସାମ୍ବାଦିକତାରେ ପାଇଲେ ସ୍ୱର୍ଣ୍ଣ ପଦକ

ଭୁବନେଶ୍ୱର : ଉକ୍ରଳ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ଅମିତ କଲେଜର ସାମ୍ବାଦିକତା ବିଭାଗର ଛାତ୍ର ଯଜ୍ଞଜ୍ୟୋତି ବେହେରା ୨୦୧୮-୨୦ ଶେଷ ବର୍ଷର ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ବିଶ୍ୱବିଦ୍ୟାଳୟ ସ୍ତରରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ତାଙ୍କର ଏହି ସଫଳତା ପାଇଁ ଉକ୍ରଳ

ଆସାମ ଓ ପଶ୍ଚିମବଙ୍ଗରେ ପ୍ରଚାର ଜୋରଦାର

ଆସାମ ଓ ପଶ୍ଚିମବଙ୍ଗରେ ଆସନ୍ତା ମଙ୍ଗଳବାର ଦିନ ତୃତୀୟ ପର୍ଯ୍ୟାୟ ଭୋଟ୍‍ ଗ୍ରହଣ ହେବ। ଭୋଟ୍‍ଦାତାମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଜୋରସୋରରେ ପ୍ରଚାର ଚଳାଇଛନ୍ତି। ବିଜେପି ନେତା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ

ମହିଳାଙ୍କୁ ଏକାଥରକେ ୨ ଡୋଜ ଟୀକା

କାନପୁର : ଘଟଣା ଘଟିଛି ଉତ୍ତରପ୍ରଦେଶର କାନପୁରରେ। କାନପୁର ଦେହାତ ଜିଲ୍ଲାର ଆକବରପୁର ଅଂଚଳରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କୋଭିଡ ପ୍ରତିଷେଧକ ଟିକା ଦେଉଥିବା ଜଣେ ନର୍ସ ଫୋନରେ କଥା ହେବାରେ ଏତେ ମସଗୁଲ ଥିଲେ ଯେ ସେ ଭୁଲିଗଲେ ଯେ ତାଙ୍କ ସାମ୍ନାରେ ବସିଥିବା ୫୦ ବର୍ଷୀୟ ମହିଳା