ଚାଲିବ ଆହୁରି ୪ଟି ବିଶେଷ ଟ୍ରେନ
ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଆହୁରି ୪ଟି ବିଶେଷ ଟ୍ରେନ ଚଳାଚଳ ପାଇଁ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ଗ୍ରହଣ କରିଛି। ଏହି ଟ୍ରେନ୍ ଗୁଡିକ ହେଉଛି ପୁରୀ-ମୁମ୍ବାଇ ଏଲଟିଟି, ପୁରୀ-ଗାନ୍ଧୀଧାମ, ମୁଜାଫରପୁର-ଯଶୋବନ୍ତପୁର ଏବଂ ଜସିଡିହ-ତାମ୍ବରମ ୦୨୧୪୫/୦୨୧୪୬ ମୁମ୍ବାଇ ଏଲଟିଟି-!-->…