ବାଚସ୍ପତିଙ୍କ ଉପରକୁ ଫୋପାଡିଲେ ଚପଲ
ଭୁବନେଶ୍ୱର: ବିଧାନସଭାରେ ଆଜି ଏକ ଅଭାବନୀୟ ଘଟଣାଘଟିଛି । ବାଚସ୍ପତି ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ଉପରକୁ ବିରୋଧୀ ଦଳ ବିଜେପିର ୨ଜଣ ବରିଷ୍ଟ ସଦସ୍ୟ ଚପଲ ଫିଙ୍ଗିଥିବା ଅଭିଯୋଗ ହୋଇଛି । କେବଳ ଚପଲ ନୁହେଁ କଲମ, ଇୟର ଫୋନ୍, କାଗଜ ଆଦି ମଧ୍ୟ ବିଜେପି ସଦସ୍ୟମାନେ ଫିଙ୍ଗିଛନ୍ତି । ଗୃହରେ!-->…