ତାଇୱାନରେ ଟ୍ରେନ ଦୁର୍ଘଟଣା ; ୩୬ ମୃତ, ୭୨ ଆହତ

ତାଇୱାନ : ତାଇୱାନ ଏକ ଟ୍ରେନ ଲାଇନଚ୍ୟୁତ ହେବାରୁ ୩୬ ଜଣଙ୍କର ମୃତ୍ୟୁ ହେବା ସହ ପ୍ରାୟ ୭୨ଜଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ଶୁକ୍ରବାର ତୋରୋକୋ ଜର୍ଜ ଦର୍ଶନୀୟ କ୍ଷେତ୍ର ନିକଟରେ ସକାଳ ୯ଟାରେ ଘଟିଛି।୪୦ ବର୍ଷ ମଧ୍ୟରେ ଏହା ହେଉଛି ଦ୍ୱୀପଦେଶ ତାଇୱାନରେ ସବୁଠାରୁ ଭୟାବହ ଟ୍ରେନ ଦୁର୍ଘଟଣା।

ଗାଡ଼ି ଧକ୍କାରେ ବାଇକ ଆରୋହୀ ମୃତ

ମାହାଙ୍ଗା :  କଟକ ଜିଲା ମାହାଙ୍ଗା ଅନ୍ତର୍ଗତ ଥାନା ଭଦ୍ରେଶ୍ୱର ଫାଣ୍ଡି ସାହାନିୟାଜପୁର ନିକଟ ମୁଣ୍ଡିଲୋ ଅନ୍ତଗୋପାଳ ରୋଡ଼ ନିକଟରେ ଆଜି ସକାଳୁ ସକାଳୁ ଏକ ଅଜଣା ଗାଡି ଧକ୍କାରେ ଜଣେ ବାଇକ ଚାଳକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଜଣକ ମାହାଙ୍ଗା ବ୍ଲକ ଭଦ୍ରେଶ୍ୱର ପଞ୍ଚାୟତ

ଓଡିଶାରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ

ଭୁବନେଶ୍ୱର : ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଦୁଇ ଦିନିଆ ଓଡିଶାଗସ୍ତରେ ଆସି ଆଜି ପହଞ୍ଚିଛନ୍ତି। ବାୟୁସେନାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ଉପରାଷ୍ଟ୍ରପତି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ରାଜଭବନ ଯାଇଛନ୍ତି। ବିମାନବନ୍ଦରରେ ତାଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଡେଣୁଆଁ ଗ୍ରାମର ମହାନ୍ତ ସାହିରେ ବନ୍ଦ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ନେତ୍ରାନନ୍ଦ ମହାନ୍ତଙ୍କ ପୁଅ ନିକୁଞ୍ଜ ବିହାରୀ ମହାନ୍ତ ବୋଲି ଜଣାପଡିଛି। ସେ ନିଜ ଶୋଇବା ଘର ଫ୍ୟାନରେ ଗାମୁଛାରେ ଫାଶୀ ଲଗାଇ

ରାଜ୍ୟରେ ୪୬୧ ନୂଆ ସଂକ୍ରମିତ

ଭୁବନେଶ୍ୱର : ରାଜ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ । ଦିନକରେ ୪୬୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୨୭୨ ,ସ୍ଥାନୀୟ ୧୮୯ । ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୧,୭୭୨କୁ ବୃଦ୍ଧି ପାଇଛି। ୩,୩୭,୨୧୨ ଆକ୍ରାନ୍ତ

ସ୍ୱାମୀର ଫାର୍ସା ଚୋଟରେ ସ୍ତ୍ରୀ ଓ ଦୁଇ ଝିଅ ଗୁରୁତର

ଢେଙ୍କାନାଳ: ସ୍ୱାମୀର ଫାର୍ସା ଚୋଟରେ ସ୍ତ୍ରୀ ଓ ଦୁଇଝିଅ ଗୁରୁତର। ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ କାମାକ୍ଷାନଗର ଥାନା ଡିମିରିଆ ଗାଁରେ। ମିଳିଥିବା ସୂଚନା ମୁତାବକ, କାମଧନ୍ଦା ନକରି ଘରେ ବସିବା ନେଇ ପ୍ରତିବାଦ କରିବାରୁ ନୃଶଂସ ବାପା ଏଭଳି କାଣ୍ଡ ଭିଆଇଥିବା ଜଣାପଡ଼ିଛି।

ସଚ୍ଚିନ ତେନ୍ଦୁଲକର ହସ୍ପିଟାଲରେ ଭର୍ତ୍ତି

ମୁମ୍ବଇ : ଆଜି ପୂର୍ବତନ କ୍ରିକେଟର ମାଷ୍ଟରବ୍ଲାଷ୍ଟର ସଚ୍ଚିନ ତେନ୍ଦୁଲକର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏନେଇ ସେ ନିଜେ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି। ଗତ ୨୭ ତାରିଖରେ ସଚ୍ଚିନ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ପରେ ଘରେ ରହିଥିଲେ। ମାତ୍ର ୬ଦିନ ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ

ମାଉସୀ ମା’ ମନ୍ଦିରରୁ ଚୋରି

ପୁରୀ: ପୁରୀ ବଡ଼ଦାଣ୍ଡ ସ୍ଥିତ ମାଉସୀ ମା’ ମନ୍ଦିରରୁ ହୁଣ୍ଡିଭାଙ୍ଗି ଦୁବୃତମାନେ ୩୦ ହଜାର ଟଙ୍କା ସହ ବହୁ ଅଳଙ୍କାର ଲୁଟିନେଇଥିବା ଅଭିଯୋଗ ହୋଇଛି । ଦୁବୃତମାନେ ଭିତରେ ୩ଟି ତାଲା କାଟି ମୁଖ୍ୟ ମନ୍ଦିର ଭିତରେ ଥିବା ଆଲମିରା ଭାଙ୍କି ମା’ଙ୍କର କିଛି ରୂପା ଅଳଙ୍କାର ମଧ୍ୟ ଚୋରି ହୋଇଥିବା

ରଜନୀକାନ୍ତଙ୍କୁ ଦାଦାସାହେବ ଫାଲକେ ପୁରସ୍କାର

ନୂଆଦିଲ୍ଲୀ: ଚଳଚିତ୍ର ଜଗତରେ ମର୍ଯ୍ୟଦାଜନକ ଦାଦାସାହେବ ଫାଲକେ ପୁରଷ୍କାର ଚଳିତବର୍ଷ ସୁପରଷ୍ଟାର୍ ରଜନୀକାନ୍ତ ପାଇବେ । ଆଜି କେନ୍ଦ୍ର ସୂଚନା ଓ ପ୍ରଶାରଣମନ୍ତ୍ରୀ ପ୍ରକାଶ ଜାବେଦକର ଏହା ଘୋଷଣା କରୁଛନ୍ତି । ସେ କହିଛନ୍ତି ଯେ, ଭାରତୀୟ ଚଳଚ୍ଚିତ୍ର ଇତିହାସରେ ଅନ୍ୟତମ ମହାନ୍ ଅଭିନେତା

ଗାନ୍ଧୀ ଓ ଗୋପବନ୍ଧୁଙ୍କ ପ୍ରତିମୂର୍ତି ଉନ୍ମୋଚିତ

କଟକ: ପବିତ୍ର ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକରେ ଜାତିର ପିତା ମହାତ୍ମାଗାନ୍ଧୀ ଓ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତି ଅନାବରଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରଥମେ କଟକର କ୍ୟାଂଟନମେଂଟ ରୋଡର ଗୋପବନ୍ଧୁ ଛକରେ