କାଳିଆ ଯୋଜନାରେ ଖର୍ଚ୍ଚ ହୋଇଛି ୬୬୯୦ କୋଟି

ଭୁବନେଶ୍ଵର: ରାଜ୍ୟରେ କାଳିଆ ଯୋଜନାରେ ୬୬୯୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ୩ ବର୍ଷ ମଧ୍ୟରେ ଏହି ଅର୍ଥ ଖର୍ଚ୍ଚ ହୋଇଥିବା କୃଷି ମନ୍ତ୍ରୀ ଅରୁଣ ସାହୁ ବୁଧବାର ବିଧାନସଭାରେ ସୂଚନା ଦେଇଛନ୍ତି। ବିଧାୟକ ନାଉରୀ ନାୟକଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଅରୁଣ ସାହୁ କହିଥିଲେ, ୨୦୧୮-୧୯

ଭାରତର ଜିଡ଼ିପି ଅଭିବୃଦ୍ଧି ୭.୫%ରୁ ୧୨.୫% ମଧ୍ୟରେ ହେବା ସମ୍ଭାବନା: ବିଶ୍ୱବ୍ୟାଙ୍କ ରିପୋର୍ଟ

ୱାଶିଂଟନ: କୋଭିଡ-୧୯ ମହାମାରୀ ପ୍ରଭାବ ଏବଂ ଗତ ଏକବର୍ଷ ଧରି ଦେଶବ୍ୟାପୀ ଲକ୍‍ଡାଉନ ଜନିତ ପରିସ୍ଥିତିରୁ ଭାରତୀୟ ଅର୍ଥନୀତିର ସୁଧାର ଚମତ୍କାର ଢଙ୍ଗରେ ହୋଇଛି, କିନ୍ତୁ ଏହା ଉପରୁ ବିପଦ ଏବେ ମଧ୍ୟ ଟଳିନାହିଁ ବୋଲି ବିଶ୍ୱ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ବିଶ୍ୱ ବ୍ୟାଙ୍କର ସଦ୍ୟତମ

୨୪ ଘଣ୍ଟାରେ ୫୩ ହଜାର ୪୮୦ ନୂଆ ଆକ୍ରାନ୍ତ: ୩୫୪ ମୃତ

ନୂଆଦିଲ୍ଲୀ: କରୋନା ଭୂତାଣୁର ୨ୟ ଲହର ପୂର୍ବାପେକ୍ଷା ଅଧିକ ଉଗ୍ର ହେଉଥିବା ଦେଖିବାକୁ ମିଳିଛି। ଗତବର୍ଷ ତୁଳନାରେ ନୂଆ ଷ୍ଟ୍ରେନର ସଂକ୍ରମଣ ହାର ଦ୍ରୁତଗତିରେ ବଢ଼ୁଥିବାବେଳେ ମୃତ୍ୟୁ ସଂଖ୍ୟା ବି ଚିନ୍ତାରେ ପକାଇଛି। ଗତ ୨୪ ଘଣ୍ଟାରେ ୩୫୪ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି, ଯାହାକୁ ନେଇ ଉଦବେଗ

ଆଜି ଫ୍ରାନ୍ସରୁ ଆସୁଛି ୩ ରାଫେଲ

ନୂଆଦିଲ୍ଲୀ: ପାକିସ୍ତାନ ଏବଂ ଚୀନ ସହିତ ଭାରତର ସୀମା ବିବାଦ ଜାରି ରହିଥିବାବେଳେ କେନ୍ଦ୍ର ସରକାର ସେନାକୁ ଅଧିକ ଶକ୍ତିଶାଳୀ କରିବାକୁ ଉଦ୍ୟମ ଚଳାଇଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରାନ୍ସରୁ ୩ଟି ରାଫେଲ ଯୁଦ୍ଧ ବିମାନ ଆଜି ଭାରତ ଆସୁଛି। ଏହି ବିମାନଗୁଡ଼ିକ ବାଟରେ କୌଣସି ସ୍ଥାନରେ ନ ଅଟକି

ରାଜ୍ୟ ୨୪ ଘଣ୍ଟାରେ ୨୯୭ ନୂଆ କରୋନା ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ କାୟା ମେଲାଇ ଚାଲିଛି କରୋନା। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ପୁଣି ୨୯୭ ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି। ଏଥି ମଧ୍ୟରୁ ୧୭୪ ସଙ୍ଗରୋଧରୁ ଚିହ୍ନଟ ହୋଇଥିବା ବେଳେ ୧୨୩ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା

ବିଜେଡ଼ିର ୪ ବରିଷ୍ଠ ନେତାଙ୍କ ହାତରେ ପିପିଲି ଦାୟିତ୍ବ

ଭୁବନେଶ୍ୱର: ପିପିଲି ବଧାନସଭା ଉପନିର୍ବାଚନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ୩ ପ୍ରମୁଖ ଦଳର ପ୍ରାର୍ଥୀ ନାମାଙ୍କନ ଦାଖଲ କରି ପ୍ରଚାର ଆରମ୍ଭ କରିଦେଇଛନ୍ତି। ଇତି ମଧ୍ୟରେ ୪ ବରିଷ୍ଠ ନେତାଙ୍କୁ ଉପନିର୍ବାଚନ ପରିଚାଳନା ଦାୟିତ୍ୱ ଦେଇଛି ବିଜେଡି। ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ

ପୁଣି ଜଳୁଛି ଶିମିଳିପାଳ

ମୟୂରଭଞ୍ଜ: ଶିମିଳିପାଳ ଅଭୟାରଣ୍ୟରେ ପୁଣି ଥରେ ନିଆଁ ଲାଗିଛି। ଏଥର ବି ସାଟେଲାଇଟ ସୂତ୍ରରୁ ଏହି ସୂଚନା ମିଳିଛି। ଶିମିଳିପାଳ ଦକ୍ଷିଣ ଡିଭିଜନର ୪୭ ସ୍ଥାନରେ ନିଆଁ ଲାଗିଥିବା ନେଇ ସାଟେଲାଇଟରୁ ଜଣାପଡ଼ିଥିବା ଅଭୟାରଣ୍ୟର କ୍ଷେତ୍ର ନିର୍ଦେଶକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ବିଦ୍ୟୁତ ଦରକୁ ନେଇ ଜନଅସନ୍ତୋଷ ବୃଦ୍ଧି

ରାଜଗାଙ୍ଗପୁର: ରାଜ୍ୟ ସରକାରଙ୍କ ଦ୍ୱାରା ବିଦ୍ୟୁତ୍ ଦର ବୃଦ୍ଧିକୁ ନେଇ ଚାରିଆଡୁ ବିରୋଧ କରାଯାଉଛି । ଏହି ଦର ବୃଦ୍ଧି ଏବେ ଲୋକଙ୍କ ପାଇଁ ବୋଝ ଉପରେ ଲଳିତ ବିଡ଼ା ସଦୃଶ ହୋଇଛି । ରାଜ୍ୟ ସରକାରଙ୍କୁ ଏହି ନିଷ୍ପତିରେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି ରାଜଗାଙ୍ଗପୁର ବାସିନ୍ଦ ।

ହୋଲି ଗାଧୁଆ ହେଲା କାଳ: ପାଣିରେ ବୁଡ଼ି ୨ ମୃତ

ଭୁବନେଶ୍ୱର: ହୋଲି ଗାଧୁଆ ହେଲା କାଳା ରାଜ୍ୟରେ ପାଣିରେ ବୁଡ଼ି ୨ ମୃତ, ୨ ଗୁରୁତର ହୋଇଛନ୍ତି । ସୁବର୍ଣ୍ଣପୁର ମହାନଦୀ ଘାଟରେ ବୁଡ଼ି ୧୬ ବର୍ଷର ନାବାଳକ ମୃତ । ହୋଲି ଖେଳି ସାରି ଗାଧୋଇବା ବେଳେ ବୁଡ଼ିଗଲେ । ଆନନ୍ଦପୁର ବାଉଁଶଗଡ କେନାଲ୍ରେ ବୁଡି ଜଣେ ଯୁବକ ମୃତ । ନରସିଂହପୁର

ନନ୍ଦିଗ୍ରାମରେ ଦିଦି ଓ ଶାହାଙ୍କ ରୋଡ ସୋ

ବିହାର: ପଶ୍ଚିମବଙ୍ଗ ନନ୍ଦୀଗ୍ରାମରେ ଚାଲିଚି ମହାଲଢେଇ । ଯେଉଁଥିରେ ମମତା ବନାମ ଶାହା ଲଢେଇ ଦେଖିବାକୁ ମିଳିଛି । ନନ୍ଦୀଗ୍ରାମରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଅର୍ଥାତ୍ ଏପ୍ରିଲ୍ ୧ ତାରିଖରେ ପଡିବ ଭୋଟ୍ । ଏଥିପାଇଁ ଆଜି ପ୍ରଚାର ଶେଷ ହେଉଥିବାବେଳେ, ଶେଷ ମୁହୂର୍ତରେ ଭୋଟରଙ୍କୁ ନିଜ ଆଡକୁ