ତାତି ବଢୁଛି: ୨୦ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ଅସହ୍ୟ ହେଲାଣି ତାତି । ଗତକାଲି ୧୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ୪୨.୨ ଡିଗ୍ରୀ ସହ ସବୁଠୁ ଉତପ୍ତ ସହର ପାଲଟିଛି ଟିଟିଲାଗଡ । ବାରିପଦାରେ ପାରଦ ୪୨ ଡିଗ୍ରୀ ଥିବା ବେଳେ ବଲାଙ୍ଗିର ୪୧.୫, ଝାରସୁଗୁଡା ୪୧.୨, ହୀରାକୁଦ ୪୧.୨ ଡିଗ୍ରୀ ଥିଲା ।

ଛତିଶଗଡକୁ ବନ୍ଦ ହେବ ବସ୍ ସେବା

ଭୁବନେଶ୍ୱର: ପଡୋଶୀ ରାଜ୍ୟରୁ ସଂକ୍ରମଣ ବ୍ୟାପୁଥିବାରୁ ନୂଆପଡାରୁ ପଡୋଶୀ ଛତିଶଗଡକୁ ବନ୍ଦ ହୋଇପାରେ ବସ୍ ସେବା । ଏପରି ସୂଚନା ଦେଇଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ ନିରଞ୍ଜନ ମିଶ୍ର । ରାଜ୍ୟରେ ପୁଣି ଥରେ କରୋନା ନିଜ କାୟା ମେଲାଇବା ଆରମ୍ଭ କରୁଥିବା ବେଳେ ସୀମାବର୍ତା ଜିଲ୍ଲା

ବିଧାନସଭାରେ ଖାଇବା ତେଲ ପ୍ରସଙ୍ଗ

ଭୁବନେଶ୍ୱର: ଖାଇବା ତେଲକୁ ନେଇ ବିଧାନସଭାରେ ଉଦ୍ବେଗ । କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଏ ସଂପର୍କିତ ମୁଲତବୀ ପ୍ରସ୍ତାବ ଉପରେ ଗୃହରେ ଚାଲିଛି ସରଗରମ ଆଲୋଚନା । ରାଜ୍ୟରେ ଖାଇବା ତେଲର ଅହେତୁକ ଦରବୃଦ୍ଧି, ଅପମିଶ୍ରଣ ଓ କଳାବଜାରୀକୁ ନେଇ ଏହି ଆଲୋଚନା କରାଯାଇଛି । ଆଲୋଚନାରେ ଭାଗ ନେଇ

ମନୋନୟନ ପତ୍ର ଦାଖଲ କଲେ ବିଜେଡିରୁ ରୁଦ୍ର ପ୍ରତାପ ଓ କଂଗ୍ରେସରୁ ଅଜିତ୍ ମଙ୍ଗରାଜ

ପିପିଲି: ପିପିଲି ବିଧାନସଭା ଆସନ ପାଇଁ ଉପନିର୍ବାଚନର ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା ବେଳେ ଆଜି ଥିଲା ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଓ ଏହି ଅବସରରେ ବିଜୁ ଜନତା ଦଳ ପକ୍ଷରୁ ରୁଦ୍ର ପ୍ରତାପ ମହାରଥୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । କଂଗ୍ରେସରୁ ମଧ୍ୟ ଅଜିତ୍ ମଙ୍ଗରାଜ ପ୍ରାର୍ଥୀପତ୍ର

୧୫ ପେଟି ମଦ ଜବତ, ବୋଲେରୋ ଓ ଇଣ୍ଡିକା ଜବତ

ବାଲିକୁଦା: ବାଲିକୁଦା ଥାନା ଅନ୍ତର୍ଗତ ବୋରିକିନା ପଞ୍ଚାୟତ ଓଳାଷ (ଗÿଙ୍ଗାଧରପୁର) ଗାଁରୁ ୧୫ ପେଟି ବିଦେଶୀ ମଦ ସହିତ ଦୁଇଟି ଚାରି ଚକିଆ ଯାନକୁ ଜବତ କରିଛି ବାଲିକୁଦା ପୁଲିସ । ମଦ ଦୋକାନରେ କାମ କରୁଥିବା ଜଣେ କର୍ମଚାରୀ୰ଙ୍କର ଏହି ଦୁଇଟି ଗାଡ଼ି ବୋଲି ଜାଣିବାକୁ ମିଳିଥିବା ବେଳେ ଗାଡ଼ି

କେରଳ ଓ ହାଇଦ୍ରାବାଦ ଚାଲାଣ ବେଳେ ୪୧ଦାଦନ ଉଦ୍ଧାର

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରୁ ବାହାର ରାଜ୍ୟକୁ ଦୁଇଟି ବସରେ ବେଆଇନ ଭାବେ ଶ୍ରମିକ ଚାଲାଣ ବେଳେ ୪୧ଜଣଙ୍କୁ ଉଦ୍ଧାର କରିଛି ନବରଙ୍ଗପୁର ପୋଲିସ ।ଏମାନଙ୍କ ମଧ୍ୟରେ କେରଳକୁ ୧୮ଜଣ ଓ ହାଇଦ୍ରାବାଦକୁ ୨୩ଜଣ ଚାଲାଣ ହେଉଥିବା ଜଣାପଡିଛି । ତେବେ ଦଲାଲମାନେ ଘଟନାସ୍ଥଳରୁ ଫେରାର ହୋଇଯାଇଥିବା

ମେ ମାସ ପର୍ଯ୍ୟନ୍ତ ରହିବ କରୋନାର ଦ୍ୱିତୀୟ ଲହର

ନୂଆଦିଲ୍ଲୀ: ଭାରତରେ ଆରମ୍ଭ ହୋଇଥିବା କରୋନାର ଦ୍ୱିତୀୟ ଲହର ପ୍ରଭାବ ମେ ମାସ ଶେଷପର୍ଯ୍ୟନ୍ତ ଲାଗି ରହିପାରେ। ଏହି ସମୟ ମଧ୍ୟରେ ଦେଶରେ ପ୍ରାୟ ୨୫ଲକ୍ଷ ଲୋକ କରୋନାରେ ସଂକ୍ରମିତ ହୋଇପାରନ୍ତି। ଏଭଳି ଆଶଙ୍କା ପ୍ରକଟ କରି ଭାରତୀୟ ଷ୍ଟେଟବ୍ୟାଙ୍କ (ଏସ୍‍ବିଆଇ) ପକ୍ଷରୁ ପ୍ରସ୍ତୁତ ଏକ

ମହିଳାଙ୍କୁ ଅପମାନ କରିବା କଂଗ୍ରେସ ଓ ଡିଏମକେର ସଂସ୍କୃତି: ମୋଦୀ

ଚେନ୍ନାଇ: ଦେଶର ୪ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନକୁ ନେଇ ପ୍ରଚାର ସରଗରମ ହେବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର କେରଳ, ତାମିଲନାଡୁ ଏବଂ ପୁଡୁଚେରୀରେ ଦଳୀୟ ରାଲିରେ ଯୋଗଦେଇ ପ୍ରଚାର କରିଛନ୍ତି।

କୋଭିଡ ଟିକାକରଣରେ ଅବ୍ୟବସ୍ଥା ଅଭିଯୋଗ

ମାହାଙ୍ଗା: ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନ ଭଦ୍ରେଶ୍ୱର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଅବ୍ୟବସ୍ଥା ମଧ୍ୟରେ କୋଭିଡ ଟିକାକରଣ କାର୍ଯ୍ୟ ଚାଲୁଥିବା ଅଭିଯୋଗ ହୋଇଛି। ଅସହ୍ୟ ଗୁଳୁଗୁଳି ଖରା ତାତିରେ ବୃଦ୍ଧ ବୃଦ୍ଧାମାନେ ଘଣ୍ଟା ଘଣ୍ଟା ଧରି ଟିକା ନେବାପାଇଁ ଅପେକ୍ଷା

କୃଷି ଆଇନ୍ ବିରୁଦ୍ଧରେ କଂଗ୍ରେସର ପଦଯାତ୍ରା

ନର୍ଲା : ନର୍ଲା ବ୍ଲକ କଂଗ୍ରେସର ଆୟୋଜନରେ ଆଜି ପୂର୍ବାହ୍ନରେ ସ୍ଥାନୀୟ ବାଲିପଡା ଠାରୁ ତୁଳାପଡା ପର୍ଯ୍ୟନ୍ତ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଅଛି। କୃଷକ ମାନଙ୍କ ସପକ୍ଷରେ ରହି ସରକାର ତିଆରି କରିଥିବା କୃଷି ଆଇନକୁ କଳା କୃଷିଆଇନ୍ ବୋଲି ଦାବୀକରି ଆଜି କଂଗ୍ରେସ ନେତୃବର୍ଗ ଓ ସମର୍ଥକ ଏହି