ଅଫ୍ଲାଇନ୍ ପରୀକ୍ଷାକୁ ବିରୋଧ କରି ଧାରଣାରେ ଛାତ୍ରଛାତ୍ରୀ
ରାଉରକେଲା: ଅଫ୍ଲାଇନ୍ ପରୀକ୍ଷାକୁ ବିରୋଧ କରି ଏସକେ ଡିଏଭି ପଲିଟେକ୍ନିକ ଛାତ୍ରଛାତ୍ରୀମାନେ ମଙ୍ଗଳବାର ଆନ୍ଦୋଳନରେ ବସିଛନ୍ତି। ରାଉରକେଲା ଏନଆଇଟିରେ କରୋନା ସଂକ୍ରମଣକୁ ଦେଖି ହଷ୍ଟେଲ ଖାଲି କରିବାକୁ କର୍ତୃପକ୍ଷଙ୍କ ନିର୍ଦେଶ ଦେବା ପରେ ଏନଆଇଟିର ପରୀକ୍ଷା ଅନଲାଇନରେ ହେବ। ଏହାପରେ!-->…