ବର୍ଦ୍ଧନା ଜଙ୍ଗଲରେ ନିଆଁ : ଜଳିଗଲା କାଜୁ ବଗିଚା

ଚମ୍ପୁଆ: ଚମ୍ପୁଆ ରେଞ ଅନ୍ତର୍ଗତ ବର୍ଦ୍ଧନା ସଂରକ୍ଷିତ ଜଙ୍ଗଳରେ ନିଆଁଲାଗି ତôବା ଖବର ପାଇ ଉଖୁଣ୍ଡା ବନପାଳ ଙ୍କ ତତ୍ୱାବଧାନରେବନ ବିଭାଗ ଘଟଣାସ୍ଥଳରେ ପହଞି ନିଆଁକୁ ଆୟତ କରିତôବା ଜଣାଯାଇଛି । ଏହି ଘଟଣାରେ ଜଣେ ଲୋାକକୁ ବନ ବିଭାଗ ଅଟକ ରଖି ଥିବା ବେଳେ ନିଆଁ ଲାଗିବା ଯୋଗୁଁ ବର୍ଦ୍ଧନା

ବିବନ ଘରେ ସିବିଆଇ ଚଢାଉ

କଟକ: ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ପୀଡିତା ଅଞ୍ଜନା ମିଶ୍ରଙ୍କ ସହ ଗତକାଲି ଆଲୋଚନା ପରେ ସିବିଆଇ ଟିମ୍ ଘଟଣାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ଘର ଉପରେ ଚଢାଉ କରିଛି । ଗତକାଲି ବାରଙ୍ଗ ପୋଲିସ୍ ଓ ସିବିଆଇର ୩ଜଣିଆ ଟିମ୍ ଚଢଉ କରିବା ସହ ବିବନଙ୍କ ପରିବାର

କୋଭିଡ ପାଇଁ ବାଧାପ୍ରାପ୍ତ ହେବନାହିଁ ଅର୍ଥନୈତିକ ପୁନରୁଦ୍ଧାର

ମୁମ୍ବଇ: ଦେଶରେ ଆରମ୍ଭ ହୋଇଥିବା କୋଭିଡର ଦ୍ୱିତୀୟ ଲହରକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ଏହାକୁ ରୋକିବା ଦିଗରେ ସମସ୍ତଙ୍କର ପ୍ରଚେଷ୍ଟା ଲୋଡା ବୋଲି ସେ କହିଛନ୍ତି। ତେବେ ଗତବର୍ଷ କୋଭିଡ କାରଣରୁ ଦେଶରେ ଯେଉଁଭଳି ଲଗାତର ଲକ୍‍ଡାଉନ

ପାକିସ୍ତାନ ସହ ବାଣିଜ୍ୟିକ ସମ୍ପର୍କ ପୁନଃ ଆରମ୍ଭ ପାଇଁ ସିଦ୍ଧୁଙ୍କ ଇସାରା

ଚଣ୍ଡୀଗଡ଼: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ପୁନର୍ବାର ଆରମ୍ଭ କରିବାକୁ ଇସାରା କରିଛନ୍ତି କ୍ରିକେଟରରୁ ରାଜନେତା ବନିଥିବା ନଭଜୋତ ସିଂହ ସିଦ୍ଧୁ। ବର୍ତ୍ତମାନ ପରିସ୍ଥିତିରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ପୁଣି ଚାଲୁ କରିବାର ସମ୍ଭାବନା ଥିବା ସିଦ୍ଧୁ ଟ୍ବିଟ୍‌

ବଲାଙ୍ଗିର ସରକାରୀ ଗାର୍ଲସ ହାଇସ୍କୁଲରେ ହେବ ସ୍ମାର୍ଟ କ୍ଲାସ୍‌ରୁମ

ଭୁବନେଶ୍ବର: ବଲାଙ୍ଗିର ସରକାରୀ ଗାର୍ଲସ ହାଇସ୍କୁଲରେ ଖୁବଶୀଘ୍ର ସ୍ମାର୍ଟ କ୍ଲାସରୁମ୍ ସୁବିଧା ଉପଲବ୍ଧ କରାଯିବ ବୋଲି ଓଡ଼ିଶା ପର୍ୟ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଆଜି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ଶ୍ରୀମୟୀ ମିଶ୍ର ପିଲାଦିନେ

ପ୍ରଧାନମନ୍ତ୍ରୀଙ୍କ ବାଂଲାଦେଶ ଗସ୍ତ

ଢାକା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାଂଲାଦେଶ ଗସ୍ତର ଶନିବାର ୨ୟ ଦିନ। ଏହି ଅବସରରେ ମୋଦୀ ଜଶୋଶ୍ଵେରୀ କାଳୀ ମନ୍ଦିରରେ ଦର୍ଶନ କରିବା ସହିତ ମା’ କାଳୀଙ୍କୁ ସୁନାରୁପା ମୁକୁଟ ଅର୍ପଣ କରିଥିଲେ। ସମଗ୍ର ବିଶ୍ଵକୁ କରୋନା ମହାମାରୀରୁ ମୁକ୍ତ ହେବା ଲାଗି ପ୍ରଧାନମନ୍ତ୍ରୀ ମନ୍ଦିରରେ

ଦେଶରେ୨୪ ଘଣ୍ଟାରେ ୬୨,୨୫୮ନୂଆ ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ହୁ ହୁ ହୋଇ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ୨୪ ଘଣ୍ଟାରେ ୬୨,୨୫୮ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ମୋଟ ପଜିଟିଭ ସଂଖ୍ୟା ୧,୧୯,୦୮,୯୧୦କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ୨୯୧ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗୋଟିଏ ପରିବାରର ୪ ମୃତ

ପାଟନା : ବିହାରରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦିଲ୍ଲୀରୁ ଘରକୁ ଫେରୁଥିବା ଗୋଟିଏ ପରିବାରର ୪ ଜଣ ସଦସ୍ୟ ମୃତ୍ୟୁ ହୋଇଥିବା ନେଇ ଶନିବାର ଖବର ମିଳିଛି।ବିହାରର ଗୋପାଳଗଞ୍ଜ ଜିଲାର ମହମ୍ମଦପୁର ଥାନା ଅନ୍ତର୍ଗତ ଡୁମାରିଘାଟ ମହାସେତୁ ଉପରେ ଶୁକ୍ରବାର ବିଳମ୍ବିତ ରାତିରେ ଲଙ୍କା ବୋଝେଇ

ସଚିନ ତେନ୍ଦୁଲକର କରୋନାରେ ସଂକ୍ରମିତ

ନୂଆଦିଲ୍ଲୀ: ମହାନ୍‌ କ୍ରିକେଟର ସଚିନ ତେନ୍ଦୁଲକର କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ଶନିବାର ସେ ନିଜେ ଟ୍ବିଟ୍‌ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। କରୋନାରେ ଆକ୍ରାନ୍ତ ହୋଇଥିବା ଜାଣିବା ପରେ ସେ ନିଜକୁ ଆଇସୋଲେଟ୍‌ କରିଥିବା ସଚିନ କହିଛନ୍ତି। ସେ ନିଜ ଘରେ କ୍ବାରେଣ୍ଟାଇନରେ

ରାଜ୍ୟରୁ ୨୧୦ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ପୁଣି ବୃଦ୍ଧି ପାଉଛି ପୁଣି ସଂକ୍ରମଣ । ଦିନକରେ ୨୧୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୨୪ , ସ୍ଥାନୀୟ ୮୬। ମୋଟ ପଜିଟିଭ ୩,୩୯,୯୦୪ରେ ପହଞ୍ଚିଛି। ୩,୩୬,୪୮୨ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୪୪୯ ସକ୍ରିୟ ଆକ୍ରାନ୍ତ