ବିଏମ୍ସିର ବର୍ଦ୍ଧିତ ହୋଲ୍ଡିଂ ଟିକସ ସ୍ଥଗିତ
ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ବର୍ଦ୍ଧିତ ହୋଲ୍ଡିଂ ଟିକ୍ସ୍ ବୃଦ୍ଧି ସ୍ଥଗିତ ରଖାଯାଇଛି ବୋଲି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ, ହାଇକୋର୍ଟରେ ମାମଲା ବିଚାରଧିନ ଥିବାରୁ!-->…