ସାନିଟାଇଜର ପିଇବାକୁ ବିଧାୟକଙ୍କ ଉଦ୍ୟମ !

ଭୁବନେଶ୍ୱର: ବିଧାନସଭାର ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହୋଇଛି । ରାଜ୍ୟରେ ମଣ୍ଡିଗୁଡିକରେ ଧାନକିଣାକୁ ନେଇ ଆଜି ଦିନ ତମାମ୍ ଗୃହ ଅଚଳ ହୋଇ ପଡିଥିଲା ବେଳେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନୋତର କାର୍ଯ୍ୟକ୍ରମ ହୋଇପାରି ନାହିଁ । ଅନ୍ୟପକ୍ଷରେ ଚାଷୀମାନେ ସମ୍ମୁଖୀନ

ଶିମିଳିପାଳରେ ଆୟତ ହେଉଛି ନିଆଁ: ଅନ୍ୟଠି ବଢୁଛି

ଭୁବନେଶ୍ୱର : ରାଜ୍ୟର ବନାଗ୍ନି ପରିସ୍ଥିତି ବର୍ତମାନ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି ବୋଲି ଫରେଷ୍ଟ ଫାୟାର ଟାସ୍କ ଫୋର୍ସ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ କୁହାଯାଇଛି । ତେବେ ଭାରତୀୟ ବନ ସର୍ବେକ୍ଷଣର ତଥ୍ୟାନୁସାରେ ଗତକାଲି ୪୯୭ଟି ବନାଗ୍ନି ପଏଂଟ ଥିବା ବେଳେ ଆଜି ୧୦୪୮

ଧବଳେଶ୍ୱରଙ୍କ ପୀଠରେ ଜାଗର ଯାତ୍ରା

ଆଠଗଡ: କଟକ ଆଠଗଡ଼ ସ୍ଥିତ ବାବା ଧବଳେଶ୍ୱରଙ୍କ ପୀଠରେ କୋଭିଡ଼୍ କଟକଣା ମଧ୍ୟରେ ପାଳିତ ହେଉଛି ଜାଗର ଯାତ୍ରା । କରୋନା ସଂକ୍ରମଣ ଏଡାଇବାକୁ ଚଳିତ ବର୍ଷ ମନ୍ଦିର ଚର୍ତୁପାଶ୍ୱର୍ରେ ୧୪୪ ଧାରା ଜାରୀ କରାଯାଇଛି । ସେଠାରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଶ୍ରଦ୍ଧାଳୁଙ୍କ ନିମନ୍ତେ ଦର୍ଶନ

ନାଗପୁର ପରେ ଅକୋଲାରେ ଲକ୍‍ଡାଉନ୍‍, ପୁଣେରେ ନାଇଟ୍‍ କର୍ଫ୍ୟୁ

ଅକୋଲା: କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରର ଅକୋଲା ଜିଲାରେ ଶୁକ୍ରବାର ରାତି ୮ଟାରୁ ସମ୍ପୂର୍ଣ୍ଣ ଲକ୍‍ଡାଉନ୍‍ ଘୋଷଣା କରାଯାଇଛି। ଏହି ଲକ୍‍ଡାଉନ୍‍ ସୋମବାର ଅର୍ଥାତ୍‍ ୧୫ ମାର୍ଚ୍ଚ ସକାଳ ୮ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ଲକ୍‍ଡାଉନ୍‍ ସମୟରେ ଜରୁରୀ ସେବା ଜାରି ରହିବ।

ରାଜ୍ୟରେ ୬୪ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରୁ ଆଜି ଆଉ ୬୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୩୭, ସ୍ଥାନୀୟ ୨୭। ମୋଟ ପଜିଟିଭ ସଂଖ୍ୟା ୩,୩୮,୦୫୬ରେ ପହଞ୍ଚିଛି। ୩,୩୫,୪୦୮ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬୭୭ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ୧୭ ଜିଲା ଓ ଷ୍ଟେଟ

କିଲାଦୁଆ ଗ୍ରାମରେ ପାନୀୟ ଜଳର ସମସ୍ୟା, ଲୋକେ ପିଉଛନ୍ତି ଦୂଷିତ ପାଣି

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ପାଣିଗଣ୍ଡା ପଞ୍ଚାୟତର କିଲାଦୁଆ ଗ୍ରାମ। ଏଠାରେ ୭ଟି ଆଦିବାସୀ ପରିବାରର ପ୍ରାୟ ୩୫ ଜଣ ମହିଳା ଓ ପୁରୁଷ ବାସ କରନ୍ତି। ଏମାନଙ୍କ ପାଇଁ ପାନୀୟ ଜଳ ପାଲଟିଛି ସାତସପନ। ଗ୍ରାମରେ ଆଦୌ ନଳକୂପ ନାହିଁ। ବର୍ଷସାରା ଏମାନେ ନିର୍ଭର କରନ୍ତି

ଏକ ନମ୍ବର ହାଟ : ୨୬୧ ଦୋକାନ ମାଲିକାନାକୁ ନେଇ ବିବାଦ

ଭୁବନେଶ୍ବର : ରାଜଧାନୀରୁ ପ୍ରମୁଖ ୟୁନିଟ୍‌-୧ ହାଟରେ ଦୋକାନ ମାଲିକାନାକୁ ନେଇ ଦୀର୍ଘବର୍ଷ ଧରି ବିବାଦ ଲାଗି ରହିଛି। ଦୋକାନ/ପିଣ୍ଡିର ପ୍ରକୃତ ମାଲିକ କିଏ, ବର୍ତ୍ତମାନ ପରିସ୍ଥିତିରେ କିଏ ବ୍ୟବସାୟ କରୁଛି, କେଉଁ କେଉଁ ଦୋକାନର ମାଲିକାନା ପରିବର୍ତ୍ତନ ହୋଇଛି ଏହାକୁ ନେଇ ବ୍ୟବସାୟୀ ଏବଂ

ଆସୁଛି ‘ଅତିଥି’ ଆପ୍‌

ଭୁବନେଶ୍ବର: ଅପରାଧୀଙ୍କୁ ଧରିବାକୁ ନୂଆ କୌଶଳ ଆପଣାଇଛି କମିଶନରେଟ୍‌ ପୁଲିସ। ଏଣିକି ଅପରାଧ ଘଟାଇ ଆଉ ହୋଟେଲରେ ଲୁଚି ରହିପାରିବେନି ଅପରାଧୀ। ରାଜ୍ୟ ବାହାରୁ ଆସି ହୋଟେଲରେ ରହି ଅପରାଧ ଘଟାଇ ଫେରାର ହେବାର ଯୋଜନା ଫେଲ୍‌ ମାରିବ। କାରଣ ସେମାନଙ୍କୁ ଧରିବ ‘ଅତିଥି’। ‘ଅତିଥି’ ହେଉଛି ଏକ

ଆସାମ ଓ ପଶ୍ଚିମବଙ୍ଗ ନିର୍ବାଚନ: ପ୍ରଥମ ପର୍ଯ୍ୟାୟ ପାଇଁ ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ

ଆସାମ ଏବଂ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମଧ୍ୟ ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷଦିନ ରଖାଯାଇଛି। ଏହି ଦୁଇଟି ରାଜ୍ୟର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ

ଦେଶରେ ନୂଆ କରୋନା ପଜିଟିଭ ୨୩,୨୮୫

ନୂଆଦିଲ୍ଲୀ : ଦେଶରେ ଆଜି କରୋନା ସଂକ୍ରମିତଙ୍କ ସଂଖ୍ୟା ୨୩ ହଜାର ଟପିଛି। ଦିନକରେ ଆଉ ୨୩,୨୮୫ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ମୋଟ ପଜିଟିଭ ସଂଖ୍ୟା ୧,୧୩,୦୮,୮୪୬କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ୧୧୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ