କାନ୍ଦି କାନ୍ଦି ଚାଲିଗଲା ନବବଧୂ ଜୀବନ
ବିନିକି: ହାତଗଣ୍ଠି ପଡି ସାରିଥିଲା । ବେଦୀ ଉପରେ ଅଗ୍ନିକୁ ସାକ୍ଷୀ ରଖି ମନ୍ତ୍ର ଉଚ୍ଚାରଣ କରି ଉଭୟ ସାତ ଜନ୍ମର ସାଥୀ ବି ହୋଇ ସାରିଥିଲେ । କେବଳ ବାପ ଘରୁ ଗୋଡ କାଢି ନିଜ ନୂଆ ଜୀବନରେ ପାଦ ଥାପିବାକୁ ବାହାରିଥିଲା ନବବଧୂ । ହେଲେ ନୂଆ ସଂସାରରେ ପାଦ ଦେବା ନିମନ୍ତେ ଆଖିରେ ଆଖିଏ ସ୍ୱପ୍ନ!-->…