କରୋନା ମହାମାରୀ ଶେଷ ହେବା ଭାବିବା ଅବାସ୍ତବ: ହୁ

ନୂଆଦିଲ୍ଲୀ: ମହାମାରୀ କରୋନାକୁ ନେଇ ସାରା ବିଶ୍ୱବାସୀ ଭୟ ଓ ଆତଙ୍କ ଭିତରେ ରହିଥିବା ବେଳେ ଚଳିତବର୍ଷ ଶେଷ ସୁଦ୍ଧା କରୋନା ମହାମାରୀ ପୂରା ପୂରି ଭାବେ ପୃଥିବୀରୁ ଶେଷ ହୋଇଯିବ ବୋଲି ଭାବିବା ଅବାସ୍ତବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ କୁହାଯାଇଛି । ମାତ୍ର ହଁ ବର୍ତମାନ

ଏବର୍ଷ ମାର୍ଚ୍ଚରୁ-ମେ ପ୍ରବଳ ତାତି

ନୁଆଦିଲ୍ଲୀ: ଏବର୍ଷ ଗ୍ରୀଷ୍ମ ପ୍ରଭାବକୁ ନେଇ ପୁର୍ବନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) । ଚଳିତ ବର୍ଷ ମାର୍ଚ୍ଚରୁ ମେ ମାସ ମଧ୍ୟରେ ଉତର, ଉତର ପୁର୍ବ, ପୁର୍ବ ଏବଂ ପଶ୍ଚିମ ଭାରତର କିଛି ଅଞ୍ଚଳରେ ଦିନ ବେଳା ଗ୍ରୀଷ୍ମ ପ୍ରଭାବ ସାଧାରଣରୁ ଅଧିକ ଅନୁଭୁତ ହେବ ବୋଲି ଭାରତୀୟ

ଟିକା ନେବା ଲାଗି ଉତ୍ସାହ

ଭୁବନେଶ୍ୱର: ମହାମାରୀ କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ ଅନ୍ତିମ ଲଘେଇରେ ଟିକା ନେବାଲାଗି ଏବେ ବୟସ୍କ ନାଗରିକମାନଙ୍କ ମଧ୍ୟରେ ଉତ୍ସାହ ପରିଲିଖିତ ହେଉଛି । ସୂଚନା ଯୋଗ୍ୟ ଯେ ଗତ ସୋମବାରଠାରୁ ସମଗ୍ର ଦେଶରେ ଦ୍ୱିତୀୟ ପର୍ଯ୍ୟୟ ତଥା ୬୦ ବର୍ଷରୁ ଊଦ୍ଧ୍ୱର୍ ଏବଂ ଗୁରୁତର ରୋଗରେ ପଡିତ

ସାପକାମୁଡାରେ ବୃଦ୍ଧଙ୍କ ମୃତ୍ୟୁ

ବିଞ୍ଝାରପୁର: ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ କଲାଣପୁର ଗ୍ରାପ ସମଲପୁର ଗ୍ରାମ ବେହେରା ସାହି ଗାଁରେ ଅଭାବନୀୟ ଘଟଣା ଘଟିଛି । ସୋମବାର ସକାଳ ୭ଟା ସମୟରେ ବିରି ଖଳାରେ ବିଷଧର ସାପକାମୁଡାରେ ପଦିଆ ବେହେରା(୬୭)ଙ୍କ ମୁତ୍ୟୁ ହୋଇଛି । ଖବର ମୁତାବକ ବିଞ୍ଝାରପୁର ବ୍ଲକ କଲ୍ୟାଣପୁର ଗ୍ରାପ ସମଲପୁର

ରାଜ୍ୟ ବରିଷ୍ଠ ନାଗରୀକ ସଂଘ ପ୍ରତିଷ୍ଠାତା ସଦସ୍ୟଙ୍କ ପରଲୋକ

ଭୁବନେଶ୍ୱର ରାଜ୍ୟ ବରିଷ୍ଠ ନାଗରୀକ ସଂଘର ପ୍ରତିଷ୍ଠାତା ସଦସ୍ୟ ତଥା ଭୀମଟାଙ୍ଗୀ ନିବାସୀ ପଦ୍ମଚରଣ ମହାନ୍ତିଙ୍କର ଗତ ୧୯ ତାରିଖ ଶୁକ୍ରବାର ଦିନ ପରଲୋକ ହୋଇଯାଇଅଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ରୁ ଅଧିକ ବର୍ଷ ହୋଇଥିଲା । ବିଗତ କିଛି ଦିନ ହେଲା ସେ ଦୁରାରୋଗ କଶନସରରେ ପିଡିତ ଥିଲେ । ରାଜ୍ୟ

ତୈଳର ବୃଦ୍ଧି ବିରୋଧରେ ଯୁବ ଓ ଛାତ୍ର କଂଗ୍ରେସର ପ୍ରତିବାଦ

ଢେଙ୍କାନାଳ: ବର୍ଦ୍ଧିତ ତୈଳଦର, ରନ୍ଧନ ଗ୍ୟାସ୍ ଏବଂ ନିତ୍ୟାନ୍ତ ବୃବହୃତ ଅତ୍ୟାବଶ୍ୟକ ପଦାର୍ଥ ଦର୍ଦାମ୍ ବୃଦ୍ଧିକୁ ବିରୋଧ କରି ରାଜ୍ୟ ଯୁବ କଂଗ୍ରେସ୍ ସଭାପତି ଡ. ସ୍ମୃତିରଞ୍ଜନ ଲେଙ୍କା ଓ ରାଜ୍ୟ ଛାତ୍ର କଂଗ୍ରେସ୍ ସଭାପତି ସୟଦ୍ ୟାସିର୍ ନୱାଜଙ୍କ ଆହ୍ୱାନ କ୍ରମେ ଜିଲ୍ଲାର ଯୁବ ଓ ଛାତ୍ର

ଓଡ଼ିଶାରେ ସୃଜନଶୀଳତାର ପ୍ରବାହ ରହିଛି: ରାଜ୍ୟପାଳ

ଭୁବନେଶ୍ୱର:ଓଡ଼ିଶା ଏକ ଭୂଗୋଳ ନୁହେଁ, ଏକ ମହାଭାବ । ଏହି ମାଟିର ଦିବ୍ୟତା ରହିଛି ଏବଂ ଓଡ଼ିଆ ଭାଷା ହେଉଛି ମଂତ୍ରମୟ ଭାଷା । ଓଡ଼ିଶାର ସେବାର ସୁଯୋଗ ପାଇ ମୁଁ ନିଜକୁ ଧନ୍ୟ ମନେକରୁଛି ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି । ଆଜି ରାଜଭବନର ଅଭିଷେକ କକ୍ଷରେ

କଟକରୁ ୨୩ ଲକ୍ଷର ବ୍ରାଉନସୁଗାର ଜବତ

କଟକ : କଟକ ଜିଲାରେ ବାଲିଯାତ୍ରା ପଡିଆ ନିକଟରୁ ବ୍ରାଉନସୁଗାର ଜବତ ହୋଇଥିବା ନେଇ ମଙ୍ଗଳବାର ଖବର ମିଳିଛି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୨୩ ଲକ୍ଷ ଟଙ୍କା ହେବ। କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଚଢାଉ କରି ଏହି ବ୍ରାଉନସୁଗାରକୁ ଜବତ କରିଥିବା ସହ ସମ୍ପୃକ୍ତ ଘଟଣାରେ

ବିଶ୍ଵର ୮ମ ଧନୀ ହେଲେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ: କରୋନା ମହାମାରୀ ବିଶ୍ଵ ବ୍ୟାପୀ ଅର୍ଥନୀତିକୁ ପ୍ରଭାବିତ କରିଛି। କିନ୍ତୁ ଦୁନିଆର ଅନେକ ଧନୀ ବ୍ୟକ୍ତି ଏହି ସମୟରେ ବେଶ୍‌ ଲାଭବାନ ହୋଇଛନ୍ତି। ହୁରୁନ ଗ୍ଲୋବାଲ ଧନୀ ତାଲିକା-୨୦୨୧ ଅନୁସାରେ ରିଲାଏନ୍ସ ଇଣ୍ଡଷ୍ଟ୍ରୀର ମାଲିକ ମୁକେଶ ଅମ୍ବାନୀ ଭାରତର ସବୁଠୁ ଧନୀ ଏବଂ ବିଶ୍ଵର ୮ମ

କାର୍ଯ୍ୟ ତଦାରଖ ପାଇଁ ୧୦ ଜିଲାରେ ୧୦ ବରିଷ୍ଠ ଅଧିକାରୀ ନିଯୁକ୍ତ​‌

ଭୁବନେଶ୍ବର: ୧୦ ଆକାଂକ୍ଷୀ ଜିଲ୍ଲା ପାଇଁ ମଙ୍ଗଳବାର ୧୦ ବରିଷ୍ଠ ଅଧିକାରୀ ନିଯୁକ୍ତ ହୋଇଛନ୍ତି। ୩ ମାସ ପାଇଁ ଜିଲ୍ଲା ଦାୟିତ୍ବରେ ରହିବେ ଏହି ୧୦ ସଚିବସ୍ତରୀୟ ବରିଷ୍ଠ ଅଧିକାରୀ। ଏହି ଅଧିକାରୀମାନେ ଶିକ୍ଷା, ସ୍ବାସ୍ଥ୍ୟ, କୃଷି ଓ ଜଳସେଚନର ସମୀକ୍ଷା କରିବେ। ମିଳିଥିବା ସୂଚନା ମୁତାବକ,