ଗୀତା, ମୋଦୀଙ୍କ ଫଟୋ ନେଇ ମହାକାଶ ଗଲା ଇସ୍ରୋର ୧୯ଟି ଉପଗ୍ରହ
ନୂଆଦିଲ୍ଲୀ: ‘ଇସ୍ରୋ’ ଆଜି ଇ-ଗୀତା, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ, ଆମାଜନିଆ-୧ ଏବଂ ୧୮ଟି କୃତ୍ରିମ ଉପଗ୍ରହ ସଫଳତାର ସହ ମହାକାଶକୁ ପ୍ରେରଣ କରିଛି । ଆଜି ଅପରାହ୍ନ ୧.୩୦ର ଅଳ୍ପକ୍ଷଣ ପୂର୍ବରୁ ୧୯ଟି କୃତ୍ରିମ ଉପଗ୍ରହ ସହ ଶ୍ରୀହରିକୋଟାସ୍ଥିତ ‘ତତୀଣ ଧାୱାନ୍ ମହାକାଶ କେନ୍ଦ୍ର’ର!-->…