ଚିନ୍ତା ବଢ଼ାଇଲାଣି ୮ ରାଜ୍ୟ
ନୂଆଦିଲ୍ଲୀ: ଦେଶର ୮ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ମହାରାଷ୍ଟ୍ର ଓ କେରଳରେ ଦୈନିକ ସଂକ୍ରମଣ ହାର ୭୬ ପ୍ରତିଶତ ରହିଥିବା ବେଳେ ରାଜଧାନୀ ଦିଲ୍ଲୀରେ ମଧ୍ୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି । ଦେଶରେ ଗତ ୨୪ ଘଂଟାରେ ୧୬,୪୮୮ ନୂଆ ସଂକ୍ରମତି ହୋଇଥିଲାବେଳେ ୧୧୩ ଜଣ!-->…